107 years
Feature 

ଯମଜ ବୟଜୈଷ୍ଠ ଭାବେ ବିଶ୍ୱ ରେକର୍ଡ

ଯମଜ ବୟଜୈଷ୍ଠ ଭାବେ ବିଶ୍ୱ ରେକର୍ଡ ଜାପାନ: ସପେ୍‌ଯେମ୍ବର ୨୨: ଦୁନିଆରେ ବିଭିନ୍ନ ପ୍ରକାରର ଗିନିଜ୍‌ ରେକର୍ଡ ରହିଛି । ତେବେ ବର୍ତ୍ତମାନ ଏକ ରେକର୍ଡ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଜାପାନର ଦୁଇଜଣ ଭଉଣୀ ଏହି ନିଆରା ରେକର୍ଡ କରିଛନ୍ତି । କିନ୍‌ ନରିତା ଓ ଜିନ୍‌ କୈନି ପ୍ରାୟ ୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି । ଏହି ଦୁଇଜଣ ଦୁନିଆର ସବୁଠାରୁ ବୟଜୈଷ୍ଠ ଯମଜ ଭଉଣୀ ଭାବେ ଏହି ରେର୍କଡ କରିଛନ୍ତି । ଦୁଇଭଉଣୀଙ୍କ ଜନ୍ମ ୧୯୧୩ […]
Read More...

Advertisement