104.04 cr vaccine
ଦେଶ- ବିଦେଶ 

୨୪ ଘଣ୍ଟାରେ ଦେଶରେ ୧୬, ୧୫୬ କରୋନା ସଂକ୍ରମିତ ଏବଂ ୧୭, ୦୯୫ ସୁସ୍ଥ

୨୪ ଘଣ୍ଟାରେ ଦେଶରେ ୧୬, ୧୫୬ କରୋନା ସଂକ୍ରମିତ ଏବଂ ୧୭, ୦୯୫ ସୁସ୍ଥ ଦିଲ୍ଲୀ: ଅକ୍‌ଟୋବର ୨୮ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬, ୧୫୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୧୭, ୦୯୫ ଜଣ ସୁସ୍ଥ ହୋଇଛନ୍ତି । କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ୯,୪୪୫ ରହିଛି । ସଂକ୍ରମିତଙ୍କ ଅପେକ୍ଷା ସୁସ୍ଥଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏକ ଆଶ୍ୱସ୍ତିକର କଥା । ଦେଶରେ ସୁସ୍ଥତା ହାର ୯୮. ୨୦ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ […]
Read More...

Advertisement