102 new cases in Odisha
ଓଡ଼ିଶା 

ଓଡ଼ିଶାରେ ୧୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ରାଜ୍ୟର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୭୮ ରେ ପହଁଚିଲା

ଓଡ଼ିଶାରେ ୧୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ରାଜ୍ୟର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୭୮ ରେ ପହଁଚିଲା ଭୁବନେଶ୍ୱର: ମେ ୧୯: ଆଜି ଓଡିଶା ରେ ମୋଟ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲା ର ୩୧ ଜଣ, ଜଗତସିଂହପୁର ର ୨୩ ଜଣ, ଭଦ୍ରକ ର ୨୧ ଜଣ, କେନ୍ଦ୍ରାପଡା ର ୮ ଜଣ, କଟକ ଜିଲ୍ଲା ର ୪ ଜଣ, ଖୋର୍ଦ୍ଧା ର ୪ ଜଣ, ପୁରୀ ଜିଲ୍ଲା ର ୪ ଜଣ, ଅନୁଗୁଳ ଜିଲ୍ଲା ର ୨ ଜଣ, ବାଲେଶ୍ୱର ଜିଲ୍ଲା ର […]
Read More...

Advertisement