1 lakh help for poor girl marrige
ରାଜନୀତି  ଦେଶ- ବିଦେଶ 

ଗରିବ ଝିଅଙ୍କ ବିବାହ ପାଇଁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା

ଗରିବ ଝିଅଙ୍କ ବିବାହ ପାଇଁ ମିଳିବ ୧ ଲକ୍ଷ ଟଙ୍କାର ସହାୟତା ଉତ୍ତରପ୍ରଦେଶ: ଅପ୍ରେଲ ୧୯: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ଶିଶୁ ଏବଂ ମହିଳାଙ୍କ ସୁବିଧା ପାଇଁ କରିଛନ୍ତି ସମୀକ୍ଷା । ଗତକାଲିର ସମୀକ୍ଷା ବେଳେ ଗରିବ ଝିଅଙ୍କ ବିବାହ ପାଇଁ ସହାୟତା ରାଶିକୁ ୫୧ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଯୋଗୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେ କହିଛନ୍ତି ଯେ, ପ୍ରତ୍ୟେକ ବିଭାଗୀୟ ମୁଖ୍ୟାଳୟରେ ଅତି କମରେ ଜଣେ ମହିଳା ସୁରକ୍ଷା ଗୃହ ଏବଂ ମହିଳା ଆଶ୍ରୟସ୍ଥଳ […]
Read More...

Advertisement