1 crore
ଜିଲ୍ଲା  ଅପରାଧ 

ମାତିଲେ ସାଇବର ଠକ: ଠକିନେଲେ ୧ କୋଟି ଟଙ୍କା

ମାତିଲେ ସାଇବର ଠକ: ଠକିନେଲେ ୧ କୋଟି ଟଙ୍କା ଭୁବନେଶ୍ୱର: ଜାନୁଆରୀ ୦୫: ପାଖାପାଖି କୋଟିଏ ଟଙ୍କ। ଠକି ନେଲେ ସ।ଇବର ଠକ । ଏହି ଠକେଇର ଶିକ।ର ହୋଇଛନ୍ତି ପୂର୍ବତନ ସେନ। ଅଧିକ।ରୀ । ଇନସ୍ୟୁର।ନ୍ସ ଏଜେଣ୍ଟ ବୋନସ ଦେବ।କୁ କହି ୯୫ ଲକ୍ଷରୁ ଅଧିକ ଟଙ୍କ। ଠକି ନେଇଛନ୍ତି । ସୂଚନ। ମୁତ।ବକ, ୨୦୧୧ରେ ସେନ। ଅଧିକ।ରୀ ୬ ଲକ୍ଷ ଟଙ୍କ।ର ବୀମ। ଇନସ୍ୟୁର।ନ୍ସ ପଲିସି କରିଥିଲେ । ୨୦୧୫ରେ ତ।ଙ୍କ ପ।ଖକୁ ଭିନ୍ନ ଭିନ୍ନ ନମ୍ବରରୁ କଲ ଆସିଥିଲ। । କିଏ ଅର୍ଥ […]
Read More...

Advertisement