000 people affected in asam flood
ଦେଶ- ବିଦେଶ 

ଆସାମରେ ବନ୍ୟା: ବନ୍ୟା ଘେରରେ ୫୭ ହଜାର ଲୋକ

ଆସାମରେ ବନ୍ୟା: ବନ୍ୟା ଘେରରେ ୫୭ ହଜାର ଲୋକ ଆସାମ: ମଇ ୧୬: ଆସାମରେ ବନ୍ୟାର ତାଣ୍ଡବ । ୭ଟି ଜିଲ୍ଲାର ପ୍ରାୟ ୫୭ ହଜାର ଲୋକ ରହିଛନ୍ତି ବନ୍ୟା ଘେରରେ । ବନ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଲେ କାଚର, ଧେମାଜି, ହୋଜାଇ, କରବି ଆଙ୍ଗଲଙ୍ଗ େୱଷ୍ଟ, ନଅଗାଁ ଓ କାମରୂପ । ବନ୍ୟା ଏବଂ ପ୍ରବଳ ବର୍ଷାରେ ହୋଇଥିବା ଭୂÕଳନ ଯୋଗୁଁ ଦିମା ହାସାଓ ଜିଲ୍ଲା ହାଫଲଙ୍ଗ ଅଞ୍ଚଳର ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ […]
Read More...

Advertisement