#durgapuja
ଜିଲ୍ଲା  Feature  ଓଡ଼ିଶା 

 ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକା

 ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକା      ବଡ଼ମ୍ବା ଗଡ଼ଯାତର ନାମ ବୃହଦମ୍ବାରୁ ଉଦ୍ଧୃତ ହୋଇଥିବା କୁହାଯାଏ, ଏହି ଗଡ଼ଯାତର ଆରାଧ୍ୟା ଦେବୀ ତ୍ରିପୁରାସୁନ୍ଦରୀ ମା ଭଟ୍ଟାରିକାଙ୍କ ଅନ୍ୟାନାମ ବୃହଦମ୍ବା ଅର୍ଥାତ୍ ବୃହତ ଅମ୍ବା ବା ବଡ଼ାମ୍ବାରୁ ଅପଭ୍ରଂଶ କ୍ରମେ ବଡ଼ମ୍ବା ହୋଇଥିବା ବିବେଚନା କରାଯାଏ । ଏହି ପୁରାତନ ଗଡ଼ଯାତ ରାଜାଙ୍କ ନିତ୍ୟ ଆରାଧ୍ୟା ଦେବୀ ହେଲେ ମା ଭଟ୍ଟାରିକା ଏବଂ’...
Read More...

Advertisement