-2023-india-will-overtake-china
ବିଶ୍ବ 

୨୦୨୩ ସୁଦ୍ଧା ଚାଇନାକୁ ପାର କରିବ ଭାରତ ଜନସଂଖ୍ୟା

୨୦୨୩ ସୁଦ୍ଧା ଚାଇନାକୁ ପାର କରିବ ଭାରତ ଜନସଂଖ୍ୟା ନୂଆଦିଲ୍ଲୀ : ଆଜି ୧୫ ନଭେମ୍ବର I ଅର୍ଥାତ୍ ଆଜି ବିଶ୍ୱ ଜନସଂଖ୍ୟା ୮ (୮୦୦ କୋଟି) ବିଲିୟନ ପାର କରିଛି । ମିଳିତ ଜାତିସଂଘର ରିପୋର୍ଟରେ ଏହି ବିଷୟରେ ସୂଚନା ଦିଆ ଯାଇଛି । ମିଳିତ ଜାତିସଂଘ ଏହାକୁ ମାନବ ବିକାଶରେ ଏକ ମାଇଲଖୁଣ୍ଟ ଭାବରେ ଦେଖୁଛି। ଏହା ବ୍ୟତୀତ ମିଳିତ ଜାତିସଂଘର ରିପୋର୍ଟରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ୨୦୨୩ ସୁଦ୍ଧା ଭାରତ ଜନସଂଖ୍ୟା ଦୃଷ୍ଟିରୁ ଚୀନ୍କୁ ପଛରେ ପକାଇବ । ମିଳିତ […]
Read More...

Advertisement