+2 result
ଓଡ଼ିଶା 

ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ଦୁଇର କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

ଆସନ୍ତା କାଲି ପ୍ରକାଶ ପାଇବ ଯୁକ୍ତ ଦୁଇର କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ ଭୁବନେଶ୍ୱର, ଅଗଷ୍ଟ ୧୩: ଆସନ୍ତା କାଲି ଯୁକ୍ତ ଦୁଇର କଳା(ଆର୍ଟସ୍‌) ଓ ଧନ୍ଦାମୂଳକ (ଭୋକେସନାଲ)ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଛାତ୍ରଛାତ୍ରୀ ଅନଲାଇନ୍‌ orissaresults.nic.in  େୱବସାଇଟ ଯାଇ ନିଜ ଫଳ ଦେଖିପାରିବେ । ଅନ୍ୟପକ୍ଷେ, ଗତକାଲିଠାରୁ ଯୁକ୍ତ ଦୁଇ ସମସ୍ତ ବିଷୟ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମ୍‌ସ ପୋର୍ଟାଲ ମାଧ୍ୟମରେ ବିଦ୍ୟାର୍ଥୀମାନେ ଆବେଦନ କରୁଛନ୍ତି । ଏହି ଆବେଦନ […]
Read More...

Advertisement