‘unknown’ disease Spread in Odisha Village
ଜିଲ୍ଲା 

ହଳଦୀକୁଣ୍ଡ ଗ୍ରାମରେ ଅଚିହ୍ନା ରୋଗର ଆତଙ୍କ, ୬ମୃତ ଓ ୯ ଜଣ ଗୁରୁତର

ହଳଦୀକୁଣ୍ଡ ଗ୍ରାମରେ ଅଚିହ୍ନା ରୋଗର ଆତଙ୍କ, ୬ମୃତ ଓ ୯ ଜଣ ଗୁରୁତର ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ହଳଦୀକୁଣ୍ଡ ଗ୍ରାମରେ ସରକାରୀ ଭାବେ ୬ ଜଣଙ୍କର ମୃତ୍ୟୁ ଅଚିହ୍ନା ରୋଗରେ ହୋଇଥିବା ବେଳେ ବର୍ତ୍ତମାନ ୯ ଜଣ ରୋଗାକ୍ରାନ୍ତ ବ୍ୟକ୍ତିଙ୍କୁ ଗ୍ରାମରୁ ଉଦ୍ଧାର କରାଯାଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହଳଦୀକୁଣ୍ଡ ଏକ ଆଦିବାସୀ ଗାଁ । ଉକ୍ତ ଗ୍ରାମରେ କେତେକ ଲୋକଙ୍କୁ ଜ୍ୱର ଏବା ସହ ଗୋଡ ଫୁଲିଲା ପରେ ମୃତ୍ୟୁ ଘଟୁଛି । ପ୍ରଥମେ ସାଧାରଣ ଜ୍ୱର ହେଉଛି, ପରେ […]
Read More...

Advertisement