ମୋଦିଜୀ ଚାହିଁଲେ ଖେଳିପାରନ୍ତି ଧୋନି: ଅଖତର
ଖେଳ 

ମୋଦିଜୀ ଚାହିଁଲେ ଖେଳିପାରନ୍ତି ଧୋନି: ଅଖତର

ମୋଦିଜୀ ଚାହିଁଲେ ଖେଳିପାରନ୍ତି ଧୋନି: ଅଖତର ନୂଆଦିଲ୍ଲୀ, ଅଗଷ୍ଟ ୧୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କଲେ ମହେନ୍ଦ୍ର ସିଂହ ଧୋନି ସନ୍ନ୍ୟାସ ନିଷ୍ପତ୍ତିରୁ ଓହରି ଆଗାମୀ ୨୦୨୧ ଟି-୨୦ ବିଶ୍ୱକପ୍‌ ଖେଳିପାରନ୍ତି ବୋଲି କହିଛନ୍ତି ପୂର୍ବତନ ଦ୍ରୁତ ପାକିସ୍ତାନୀ ବୋଲର ତଥା ରାଓଲପିଣ୍ଡି ଏକ୍ସପ୍ରେସ୍‌ ସୋଏବ ଅଖତର । ସେ କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ଯେଭଳି ଭାବେ କୀଡ଼ା ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ ଓ ସମ୍ମାନିତ କରିଆସିଛନ୍ତି ଦରକାର ପଡ଼ିଲେ ସେ ଧୋନିଙ୍କୁ ବିଶ୍ୱକପ୍‌ ଖେଳିବାକୁ ଅନୁରୋଧ କରିପାରନ୍ତି । ସୋଏବ ତାଙ୍କ […]
Read More...

Advertisement