Browsing Category

ସାହିତ୍ୟ

ବଦଳି ଗଲାଣି ଯୁଗ

ତୁମକୁ କେମିତି କହିବି ବୁଝୁନ, ନାହିଁ ଆଉ ସେହି ଯୁଗ, କାଲି ଥିଲା ଯାହା ଆଜି ବଦଳିଛି, ନୂଆ ନୂଆ ପ୍ରତିଭାସ। କାଟି ପିନ୍ଧିବାକୁ କୁଟି ଖାଇବାକୁ କହିଥିଲେ ଜାତିପିତା ଖଟିଖାଇବାକୁ କେହି ନ ମଙ୍ଗୁଛି ସରକାର ହେଲେ…

ଡାକୁଛି ଭାରତ ଭୂଇଁ

ଆଜି ତୁମ ଗୁଣ ସୁମରି ତୁମକୁ ଡାକୁଛି ଭାରତ ଭୂଇଁ ଏ ମାଟି ମଆର ସୁଯୋଗ୍ୟ ଦାୟାଦ ତୁମ ସରି କିଏ କାହିଁ। ସତ୍ୟ ଅହିଂସା ମନ୍ତ୍ରରେ ମନ୍ତ୍ରିତ କରିଲ ଭାରତବାସୀ ନିର୍ଭୀକ ପଣେ ନେତୃତ୍ୱ ନେଲ ବାହୁଡି ଗଲେ ବିଦେଶୀ।…

ବିକ୍ଷିପ୍ତ ସପନ

କଥା ଦେଇଥିଲ ସାଜି ଯେ ଶାସକ ଆମ ଭିଟାମାଟି ଆଗ ନେଇଯିବ ଆମରି ସପନ ତୁମରି କାମନା କାରଖାନା ଏକ ଛିଡ଼ା ହୋଇଯିବ। ଉଜୁଡ଼ି ଗଲା ମୋ ସପନ ସାଆନ୍ତେ ନାହିଁ ଭିଟାମାଟି ଚାଳିଆ ବି ଖଣ୍ଡେ ଟେକି ଦେଇ ହାତ ମାଗିଲ ଭୋଅଟ ସବୁ ଦେଇ…

ସପନ ବଣିକ

ସପନକୁ ନେଇ ପସରା ମେଲିଛି ସପନ ବଣିକ ସାଜି ବିକାକିଣା ଏଇ ଦୁନିଆରେ ସିନା ଆଉ ଭାବ ନାହିଁ କିଛି। ସପନ ନଥିଲେ ସତ କି ହୁଅନ୍ତା ଦୁନିଆରେ ଯେତେ ଲୀଳା ଛୋଟ ବଡ଼ ଯେତେ ଜୀବନର କଥା ସପନ ତ ସବୁ ଥିଲା। ପକ୍ଷ ଥିଲେ ମୋର…

 ଜୀବନ ସଉଦା

ଜୀବନର ମୂଲ କଷାକଷି ଏଠି ଦୁନିଆଦାରୀର ହାଟେ ଜୀବନର ମୂଲେ; କିସ ଲୋଡ଼ା ତୁମ କୁହାଟ ଛାଡ଼ନ୍ତି ଭାଟେ ଜୀବନର ମୂଲ ବୁଝିବା ଆଗରୁ ସଉଦା କରିବି ଭାବି ହେଲି ଆଗୁସାର କିବା କାରାବାର; ଅଛି ଲାଭ ଅବା କ୍ଷତି ସୀମନ୍ତିନୀ କୋଳେ…

 ଅବସର ଜୀବନ

ଅନୁକ୍ଷଣେ ମନ ଚାହେଁ କର୍ମ ସାରି ନେବାକୁ ବିଶ୍ରାମ କର୍ମ ପାଇଁ ଜନମିଛି, କର୍ମ ସିନା କରି କିଛି ଖୋଜିବି ଆରାମ; ଯାହା ପାଇଁ ଜନମିଛି; ଯେ ଦେଖାଇଛି ଧରା ତା’ପଣତ ମୋ ମସ୍ତକେ ଅମୃତ ଆଶିଷର ଧାରା। କେତେ ଯେ ସପନ ତା’ର…

ସମୟର ସୁଅ

ସମୟ ଯାଇଛି ବହି ଏଇ ଅଛି ଏଇ ନାହିଁ ହୃଦୟ ବହିଛି ଛାପ ପ୍ରାଣେ ଗୁଞ୍ଜରିତ ହୋଇ ଶିକ୍ଷାର ଆଲୋକମାଳା ଉଜ୍ଜ୍ୱଳ କରିଛି ଯହିଁ ଜଗତୀକରଣ ବଳେ ଅଗଣା ସାଜିଛି ମହୀ। ନାରୀଶିକ୍ଷା ଅଭିଯାନ ସଫଳେ ହେଲୁ ସକ୍ଷମ ରେବତୀ ପଢ଼ୁଛି ପାଠ…

ସ୍ୱତନ୍ତ୍ର ପ୍ରକୃତି

ନିଜକୁ ଅନ୍ୟ ଭିତରେ ଖୋଜିବାର ନିଷ୍ଫଳ ପ୍ରଚେଷ୍ଟା ଯେବେ ଆହତ କରେ ଅହଂକାରର ଅନ୍ଧକାରକୁ ସେତେବେଳେ ସ୍ୱତନ୍ତ୍ର ପ୍ରକୃତିର ସ୍ୱର ଶୁଭେ, ଏବଂ ଘୂରିବୁଲେ ମନ ଆତ୍ମ-ଜ୍ଞାନର ସନ୍ଧାନରେ; ମୋ ପ୍ରେମର ପରିମାଣ ମୋତେ ଜଣା…

ମୂଲ୍ୟର ଅର୍ଥ

ସମୟ ଲାଇଭ,୯/୧୧:ମାଧବ ହରିପୁରର ଏକ ଘୋଡାଗାଡିବାଲା ଥିଲା । ସେ ନିକଟସ୍ଥ ସହରକୁ ଗାଡିରେ ଯାତ୍ରୀ ନେଇ ଯିବା ଆସିବା କରେ ଓ ସେହିଥିରେହିଁ ସେ ତା’ ଜୀବିକା ନିର୍ବାହ କରେ । ଦିନେ ସେ ସହରରୁ ଫେରୁଛି । ସେତେବେଳେ ତା’ ଗାଡି…

ମୁଁ ବାହାହେବି କାହିଁକି ?

ବହୁବାର ପ୍ରଶ୍ନ ଉଠେ ମନର ଗଭୀର ମାର୍ମିକ ବନରେ ‘ମୁଁ ବାହାହେବି କାହିଁକି ?’ କେହି କେହି କହନ୍ତି; ଅବିବାହିତ ଜୀବନ କୁଆଡ଼େ ଗୋଟେ ଅଭିଶାପ ଏଠି ଭରି ରହିଛି ନିଃସଙ୍ଗତା ଓ ଅସହାୟତା ଅମାପ କିନ୍ତୁ ଏ ତର୍କ ହାସ୍ୟାସ୍ପଦ…