Browsing Category

Feature

ବିଶ୍ୱର ଛୋଟ ୟୁଟୁ୍ୟବର୍‌

ଆମେରିକା: ଏକ ବର୍ଷର ଶିଶୁ ସାଧାରଣତଃ ଶୋଇବା, ଖାଇବା ଓ ଖେଳିବା ଛଡା ଅନ୍ୟ କିଛି କାର୍ଯ୍ୟ କରିନଥାଏ । ହେଲେ ବର୍ତ୍ତମାନ ସମୟ ବଦଳିବାରେ ଲାଗିଛି । ଆଜିର ଶିଶୁମାନେ ଢେର ଆଗକୁ ଯାଉଛନ୍ତି । ଆଜିକାଲି ଏକ ବର୍ଷରେ ଶିଶୁମାନେ…

ବିଶ୍ୱର ଲମ୍ବା ମହିଳା ବଡି ବିଲ୍‌ଡର

ନେଦରଲାଣ୍ଡର : ନେଦରଲାଣ୍ଡର ଜଣେ ଆଥଲେଟ୍‌ ଦୁନିଆର ସବୁଠୁ ଲମ୍ବା ମହିଳା ବଡି ବିଲ୍‌ଡର ହେବାର ରେକର୍ଡ ନିଜ ନାମରେ କରିଛନ୍ତି । ମହିଳାଙ୍କ ନାମ ହେଉଛି ମାରିଆ ଭେଟେଲ । ତାଙ୍କର ଉଚ୍ଚତା ୫ ଫୁଟ ଏବଂ ୧୧.୯୨ ଇଞ୍ଚ । ମାରିଆଙ୍କ…

୭୦ ବର୍ଷରେ ମାତୃତ୍ୱ

ଗୁଜରାଟ: ମାତୃତ୍ୱ ଜଣେ ନାରୀର ଜୀବନରେ ବେଶ୍‌ ଆନନ୍ଦ ଭରିଦେଇଥାଏ । ସମସ୍ତ ନାରୀଙ୍କର ଇଚ୍ଛା ଥାଏ ମା ହେବାକୁ, ହେଲେ କେତେକଙ୍କ କ୍ଷେତ୍ରରେ କୌଣସି କାରଣରୁ ଏହା ସମ୍ଭବ ହୋଇପାରିନଥାଏ । ଏହି ଦୁଃଖ ସେମାନଙ୍କୁ ଖୁବ୍‌ ବ୍ୟଥିତ…

ଫଳବର୍ଜ୍ୟରୁ ବ୍ୟାଣ୍ଡେଜ୍‌

ସିଙ୍ଗାପୁର: ସିଙ୍ଗାପୁରର ବୈଜ୍ଞାନିକମାନେ ଫଳ ବର୍ଜ୍ୟରୁ ଆଣ୍ଟିବ୍ୟାକେଫରିଆଲ୍‌ ବ୍ୟାଣ୍ଡେଜ୍‌ ପ୍ରସ୍ତୁତ କରିଛନ୍ତି । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ, ଏହା ଫଳର ଅପଚୟକୁ ରୋକିବ ଏବଂ ଶୀଘ୍ର କ୍ଷତ ଭଲ କରିବାରେ ସାହାଯ୍ୟ…

କର୍ଣ୍ଣାଟକର ଭାସମାନ ଚର୍ଚ୍ଚ

କର୍ଣ୍ଣାଟକ: ଭାରତରେ ଏଭଳି ଅନେକ ସ୍ଥାନ ଅଛି ଯାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଉନ୍ମୋଚନ କରିପାରିନାହାନ୍ତି । ଏହି ରହସ୍ୟମୟୀ ସ୍ଥାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହାର ରହସ୍ୟକୁ ନେଇ ମଧ୍ୟ ଅନେକ ଲୋକକଥା ପ୍ରଚଳିତ…

ମିଳିଲା ୯୦୦ ବର୍ଷ ପୁରୁଣା ଧର୍ମଯୁଦ୍ଧର ଖଣ୍ଡା

ଇସ୍ରାଏଲ: ଅକ୍‌ଟୋବର ୨୦: ଇସ୍ରାଏଲର ସମୁଦ୍ର ଭିତରୁ ଏକ ୯୦୦ ବର୍ଷ ପୁରୁଣା ଖଣ୍ଡା ମିଳିଛି । ଏହି ଖଣ୍ଡାଟିକୁ ଇସ୍ରାଏଲର ଜଣେ ବୁଡ଼ାଳି ଆବିଷ୍କାର କରିଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ଐତିହାସିକ ଖଣ୍ଡା…

ଦେଶର ପ୍ରଥମ ମଦ ସଂଗ୍ରହାଳୟ

ଗୋଆ: ଗୋଆରେ ଖୋଲିଛି ଦେଶର ପ୍ରଥମ ମଦ ସଂଗ୍ରହାଳୟ । ଏହି ସଂଗ୍ରହାଳୟ ଖୋଲିବା ପଛରେ ଗୋଆର ନିଜସ୍ୱ ପାନୀୟ ଫେଣିକୁ ସର୍ବଭାରତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିବାର ଉଦ୍ଦେଶ୍ୟ ରହିଛି ବୋଲି ଏହାକୁ ନିର୍ମାଣ…

କୋଲକାତାରେ କେମିତି କରନ୍ତି ଦୁର୍ଗାପୂଜା

ନବରାତ୍ରି ବା ଦୁର୍ଗାପୂଜା ସମୟ ଆସିଲେ ଦେଶର ବିଭିନ୍ନ ପ୍ରାନ୍ତରେ ଗହଳ ଚହଳ ଆରମ୍ଭ ହୋଇଯାଏ । ଦେଶର ବିଭିନ୍ନ ସ୍ଥାନରେ ବେଶ୍‌ ଜାକଜମକରେ ଦୁର୍ଗା ପୂଜା ପାଳନ କରାଯାଇଥାଏ । ହେଲେ କୋଲକାତାରେ କିଛି ଭିନ୍ନ ଢଙ୍ଗରେ…

ସୁଖଶାନ୍ତି ଦେବ ପ୍ରକୃତି

ଯଦି ଆପଣ ମନକୁ ଖୁସି ରଖିବାକୁ ଚାହାଁନ୍ତି, ତେବେ ପ୍ରକୃତି ମଧ୍ୟରେ ସମୟ ବିତା;ୁ । ପ୍ରାକୃତିକ ସ୍ଥାନରେ ବଗିଚା ଏବଂ ବ୍ୟାୟାମ କଲେ ଅସ୍ଥିରତା ଦୂର ହେବା ସହ ମନ ଭଲ ଲାଗିଥାଏ । ମଣିଷ ମାନସିକ ସମସ୍ୟାରୁ ମଧ୍ୟ ଦୂରେଇ ରହିଥାଏ…

ସୌର ଚାଳିତ ଭ୍ୟାନ

ନେଦରଲ୍ୟାଣ୍ଡ: ନେଦରଲ୍ୟାଣ୍ଡର ଛାତ୍ରମାନେ ଏକ ଇଲେକଫ୍ରକି ଭ୍ୟାନ ଡିଜାଇନ କରିଛନ୍ତି ଯାହା ସୌରଶକ୍ତିରେ ଚାଲୁଛି । ଏହି ଭ୍ୟାନ ଇନ୍ଧନ ପାଇଁ ନିଜ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ଏହି ଭ୍ୟାନର ନାମ ଷ୍ଟେଲା ଭିଟା ରଖାଯାଇଛି…