Browsing Category

Literature

ଖେତବାଡ଼ି ସବୁ ଗଲା

ଚାଷ କରିବାକୁ ଚାଷୀ ଭାଇ ଆଜି ସାହସ ନ କରି ହୁଅନ୍ତି ଅରାଜି ପ୍ରକୃତି ସାଜୁଛି ଦାଉ, ଗାଁ ମାଟି ଛାଡ଼ି କାମ ଖୋଜିଲେଣି କେମିତି ଭରିବେ ଗୁଜୁରାଣ ଜାଣି ବଢ଼େ ଠିକାଦାର ଭାଉ। ନିଜ ଗାଁ ମାଟି ସରଗରୁ ବଡ଼ ପେଟ ଦୁଃଖ…

ନୂଆ ସମାଜର ରୂପରେଖ

ଆସ ଆଉ ଥରେ ବିଚାର କରିବା ଏ ଧରାକୁ ଏକ ନୂଆ ରୂପ ଦେବା ମାନବ ସମାଜ ପାଇଁ ଯେ ବିପତ୍ତି ଜନସଂଖ୍ୟା ମାତ୍ରା ଯାଏ ବଢ଼ି ଅତି ଶହେ ବର୍ଷ ତଳେ ଦୁଇଶହ କୋଟି ଦୁଇଗୁଣ ଆଜି ସଂଖ୍ୟା ତା ବଢ଼ିଛି ଆମେ ଥିଲେ ଦୁଇ ଆମର ବି ଦୁଇ…

 ବଦଳି ଗଲାଣି ମଣିଷ ମନ

ଶୁଣିବାକୁ ଲାଗେ ଭଲ ବଦଳି ଗଲାଣି ମଣିଷର ମନ ତା ଚରିତ୍ର ଆଚରଣ ଚିନ୍ତା କରେ ଆଜି ଜଗତର ସ୍ଥିତି ହେବ କି ଭବିଷ୍ୟ ତା’ର। ପ୍ରକୃତି କୋଳରେ ଜନମି ବଢ଼ିଲା ପ୍ରକୃତି ସହିତ ଲଢ଼ି ଯେ ଶିଖିଲା ତା’ର ସୁଖ ଶାନ୍ତି; ପ୍ରତିକୂଳ…

କ୍ଷମା କରିଦିଅ

ମୋ ଦେଶ ଜାତି ବିଧାତା ଗାନ୍ଧି ଗୋପବନ୍ଧୁ ! ତୁମ ଗୁଣ ଯଶ ଗାଇ ମିଛେ ସିନା କାନ୍ଦୁ ତୁମ ଚଲା ବାଟ ଆଜି ଲାଗୁଛି ଅଡ଼ୁଆ ନିତି କନ୍ଦଳ ଲାଗୁଛି ଅଧିବେଶନେ ଯାହା। ମୋ ଦେଶ ପ୍ରଗତି ପାଇଁ ଯେତେକ ଯୋଜନା ସବୁ ପଣ୍ଡ ହେବା…

ବଦଳି ଗଲାଣି ଯୁଗ

ତୁମକୁ କେମିତି କହିବି ବୁଝୁନ, ନାହିଁ ଆଉ ସେହି ଯୁଗ, କାଲି ଥିଲା ଯାହା ଆଜି ବଦଳିଛି, ନୂଆ ନୂଆ ପ୍ରତିଭାସ। କାଟି ପିନ୍ଧିବାକୁ କୁଟି ଖାଇବାକୁ କହିଥିଲେ ଜାତିପିତା ଖଟିଖାଇବାକୁ କେହି ନ ମଙ୍ଗୁଛି ସରକାର ହେଲେ…

ଡାକୁଛି ଭାରତ ଭୂଇଁ

ଆଜି ତୁମ ଗୁଣ ସୁମରି ତୁମକୁ ଡାକୁଛି ଭାରତ ଭୂଇଁ ଏ ମାଟି ମଆର ସୁଯୋଗ୍ୟ ଦାୟାଦ ତୁମ ସରି କିଏ କାହିଁ। ସତ୍ୟ ଅହିଂସା ମନ୍ତ୍ରରେ ମନ୍ତ୍ରିତ କରିଲ ଭାରତବାସୀ ନିର୍ଭୀକ ପଣେ ନେତୃତ୍ୱ ନେଲ ବାହୁଡି ଗଲେ ବିଦେଶୀ।…

ବିକ୍ଷିପ୍ତ ସପନ

କଥା ଦେଇଥିଲ ସାଜି ଯେ ଶାସକ ଆମ ଭିଟାମାଟି ଆଗ ନେଇଯିବ ଆମରି ସପନ ତୁମରି କାମନା କାରଖାନା ଏକ ଛିଡ଼ା ହୋଇଯିବ। ଉଜୁଡ଼ି ଗଲା ମୋ ସପନ ସାଆନ୍ତେ ନାହିଁ ଭିଟାମାଟି ଚାଳିଆ ବି ଖଣ୍ଡେ ଟେକି ଦେଇ ହାତ ମାଗିଲ ଭୋଅଟ ସବୁ ଦେଇ…

ସପନ ବଣିକ

ସପନକୁ ନେଇ ପସରା ମେଲିଛି ସପନ ବଣିକ ସାଜି ବିକାକିଣା ଏଇ ଦୁନିଆରେ ସିନା ଆଉ ଭାବ ନାହିଁ କିଛି। ସପନ ନଥିଲେ ସତ କି ହୁଅନ୍ତା ଦୁନିଆରେ ଯେତେ ଲୀଳା ଛୋଟ ବଡ଼ ଯେତେ ଜୀବନର କଥା ସପନ ତ ସବୁ ଥିଲା। ପକ୍ଷ ଥିଲେ ମୋର…

 ଜୀବନ ସଉଦା

ଜୀବନର ମୂଲ କଷାକଷି ଏଠି ଦୁନିଆଦାରୀର ହାଟେ ଜୀବନର ମୂଲେ; କିସ ଲୋଡ଼ା ତୁମ କୁହାଟ ଛାଡ଼ନ୍ତି ଭାଟେ ଜୀବନର ମୂଲ ବୁଝିବା ଆଗରୁ ସଉଦା କରିବି ଭାବି ହେଲି ଆଗୁସାର କିବା କାରାବାର; ଅଛି ଲାଭ ଅବା କ୍ଷତି ସୀମନ୍ତିନୀ କୋଳେ…

 ଅବସର ଜୀବନ

ଅନୁକ୍ଷଣେ ମନ ଚାହେଁ କର୍ମ ସାରି ନେବାକୁ ବିଶ୍ରାମ କର୍ମ ପାଇଁ ଜନମିଛି, କର୍ମ ସିନା କରି କିଛି ଖୋଜିବି ଆରାମ; ଯାହା ପାଇଁ ଜନମିଛି; ଯେ ଦେଖାଇଛି ଧରା ତା’ପଣତ ମୋ ମସ୍ତକେ ଅମୃତ ଆଶିଷର ଧାରା। କେତେ ଯେ ସପନ ତା’ର…