ଓଡ଼ିଶାରେ ସୁସ୍ଥ ହେଲେ ୨୩୦ କରୋନା ଆକ୍ରାନ୍ତ: ସୁସ୍ଥ ହେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୦୦୮ କୁ ବୃଦ୍ଧି
ଭୁବନେଶ୍ବର : ଜାନୁଆରୀ ୦୬: ରାଜ୍ୟରେ ଆଜି ସୁସ୍ଥ ହେଇଛନ୍ତି ଆଉ ୨୩୦ ଜଣ କରୋନା ଆକ୍ରାନ୍ତ I ଏହାକୁ ମିଶାଇ ଓଡ଼ିଶାରେ ଆରୋଗ୍ୟଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ ହଜାର ୦୦୮ କୁ ବୃଦ୍ଧି ପାଇଛି I ରାଜ୍ୟ…