Browsing Category

LifeStyle

ଆରମ୍ଭ ହୋଇଛି ପ୍ରେମ ସପ୍ତାହ

ଆଜି ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍‍ ଡ଼େ’ ଭାବରେ ପାଳନ କରାଯାଉଥିôବାବେଳେ ଫେବୃଆରୀ ୮ ତାରିଖକୁ ପ୍ରପୋଜ ଡ଼େ’ ଭାବେ ପାଳନ କରାଯିବ। ଏହିଦିନ ସାଥୀ ନିଜ ସାଥୀଭ୍‍କୁ ପ୍ରେମ ନିବେଦନ କରିବାର ଉତ୍କୃଷ୍ଟ ଦିନ ବୋଲି ବିଚାର…

ରୋଜ୍‍ ଡ଼େ ରେ ଦିଅନ୍ତୁ ନାହିଁ ଗୋଲାପ, ଜାଣନ୍ତୁ କ’ଣ ଦେବେ ସାଥୀଙ୍କୁ ?

ପ୍ରେମମୟ ଜୀବନରେ ସାଥୀଙ୍କୁ ନିଜର ମନର ମଣିଷ ଖୁବ୍‍ ସୁନ୍ଦର ଲାଗିଥାଏ। ସେ ସାଥୀଙ୍କୁକୁ କୋମଳ ଗୋଲାପ ଫୁଲ ସହିତ ତୁଳନା କରିବା ପୂର୍ବକ ଏହି ଦିନଟିକୁ ରୋଜ ଡ଼େ ଭାବେ ପାଳନ କରିଥା’ନ୍ତି। କେବଳ ଗୋଲାପ ସହ ତୁଳନା କରନ୍ତି…

ବସନ୍ତ ପଞ୍ଚମୀରେ ପ୍ରସ୍ତୁତ କରନ୍ତୁ ଜାଫରିନ୍‍ ଖିରୀ

ସମୟ ଲାଇଭ,୨୮/୨: ଚଳିତବର୍ଷ ୩୦ ତାରିଖରେ ପଡ଼ୁଛି ବସନ୍ତ ପଞ୍ଚମୀ। ଏହି ଦିନି ଆପଣ ମା’ ସରସ୍ୱତୀଙ୍କୁ ପୂଜା କରିବା ସହ ସାତ୍ତ୍ୱିକ ଭୋଜନ ଗ୍ରହଣ କରିବେ । ତେବେ ଏହି ଦିନ ଆପଣ କେଶର ଜାଫରିନ୍‍ ଖିରୀ ପ୍ରସ୍ତୁତ କରି…

ସାଧାରଣତନ୍ତ୍ର ଦିବସରେ ବନାନ୍ତୁ ଟ୍ରାଇ କଲର ସ୍ୟାଣ୍ଡୱିଚ୍‍….

ସମୟ ଲାଇଭ୍‍, ୨୪/୧: ସାଧାରଣତନ୍ତ୍ର ଦିବସ ଦେଶର ଏକ ପ୍ରମୁଖ ଦିବସ ଭାବେ ପାଳନ କରାଯାଇଥାଏ। ତେବେ ଏହି ଦିନ ଦେଶ ପ୍ରତି ନିଜର କର୍ତ୍ତବ୍ୟବୋଧକୁ ମନେ ପକାଇବା ସହ ନିଜ ପ୍ରିୟଜନଙ୍କ ସହ କିଛ ସମୟ ବିତାଇବା ପାଇଁ ଅବସର…

ଓଜନ କମାଇବାକୁ ଚାହୁଁ ଥିଲେ, ଏକୁଟିଆ ଖାଆନ୍ତୁ

ସମୟ ବ୍ୟୁରୋ: ଆଜିର ଏ ଅଧୁନିକ ଯୁଗରେ ଓଜନ କମାଇବା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏକ ଚ୍ୟାଲେଞ୍ଜ ସଦୃଶ । କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣରୁ ବିରତ ହେବା ଆଜିକା ଦିନରେ ଅତ୍ୟନ୍ତ…

ଭିନ୍ନକ୍ଷମ ଦମ୍ପତିଙ୍କୁ ପ୍ରଫୁଲ୍ଲ ପ୍ରୋତ୍ସାହନ

ପୁରୀ :  ଜଣେ ଭିନ୍ନକ୍ଷମଙ୍କୁ ଜଣେ ସକ୍ଷମ ବ୍ୟକ୍ତି ବିବାହ କଲେ  ପ୍ରଫୁଲ୍ଲ ଯୋଜନାରେ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ରାଶି ପାଇବାକୁ ଇଛା କରୁଥିବା ବିବାହିତ ଯୋଡିମାନେ ପୁରୀ ଜିଲା…

ବିନା ଡ୍ରେସ କୋଡରେ ଶିବ ଲିଙ୍ଗ ଛୁଇଁବା ମନା ହେବ

ବାରଣାସୀ: ଏଣିକି ପୁରୁଷ ଧୋତି ଗାମୁଛା ଓ ମହିଳା ଶାଢ଼ୀ ପିନ୍ଧି ନ ଆସିଲେ ଆଉ ଶିବ ଲିଙ୍ଗକୁ ସ୍ପର୍ଶ କରି ପାରିବେ ନାହିଁ । ଏମିତି କିଛି ନୂଆ ନିୟମ ଆଣିବାକୁ ଚିନ୍ତା କରୁଛି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର…

ପୁରୁଣା ସ୍ୱେଟରକୁ ଦିଅନ୍ତୁ ନୂଆ ଲୁକ୍‍…

ସମୟ ଲାଇଭ୍‍୧୯/୧୨: ଆପଣଙ୍କ ସ୍ୱେଟର ପୁରୁଣା ହୋଇଯାଉଛି। ତେବେ ଆପଣ ଆପଣଙ୍କ ପୁରୁଣା ସ୍ୱେଟରକୁ ନୂଆ ଲୁକ୍‍ ଦେବା ପାଇଁ ଆପଣାନ୍ତୁ ଏହି ଉପାୟ। ଏହା ଆପଣଙ୍କୁ ପୁରୁରା ସ୍ୱେଟରକୁ କାମରେ ଲଗାଇବା ସହ ଆପଣଙ୍କୁ ଟ୍ରେଣ୍ଡି…

ଶୁଷ୍କ ତ୍ଵଚାରୁ ରକ୍ଷା ପାଇବା ପାଇଁ ଲଗାନ୍ତୁ ଫ୍ରୁଟ ପ୍ୟାକ

ଶୀତଦିନେ ଶୁଷ୍କ ତ୍ଵଚା ଆପଣଙ୍କ ସୌନ୍ଦର୍ଯ୍ୟ କମ କରିଥାଏ | ତେଣୁ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଏକ ସରଳ ଉପାୟ ଆପଣେଇ ପାରିବେ | ଏହି ଉପାୟ ଆପଣଙ୍କୁ ତ୍ୱଚାର ଶୁଷ୍କତା ଦୂର କରିବା ସହ ଆପଣଙ୍କ ତ୍ୱଚାକୁ…

ଆପଣଙ୍କ ଜୀବନରେ ସାଥୀଟିଏ ନଥିବାର କାରଣ ଜାଣିଛନ୍ତି କି?

ସମୟ ଲାଇଭ୍‍,୧୫/୧୨: ଜୀବନରେ ସୁଖଦଃୁଖ ବାଣ୍ଟିବା ପାଇଁ କେହି ନା କେହି ଦରକାର। ସବୁ ଏକଲା ମଣିଷ ଏମିତି ଏକ ସାଥୀର ଅନୁସନ୍ଧାନରେ ରହିଥାନ୍ତି। ଏକାକୀ ଜୀବନ ବିତାଉଥିବା ବ୍ୟକ୍ତି ତାର ଏକୁଟିଆପଣର କାରଣ ଖୋଜିବୁଲିଥାଏ।…