Browsing Category
Politics
ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ; ଫାଇନ୍ ଦେଲେ ଅପରାଜିତା
ଭୁବନେଶ୍ୱର : ଜୁନ ୪ :ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ କରି ଫାଇନ୍ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହା ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ବିଜେପିରୁ ଇସ୍ତଫା ନେଇ ପୁନର୍ବାର ଇସ୍ତଫା ଫେରାଇନେଇଥିବା…
ସି-ଭୋଟର ସର୍ଭେ; ପୁଣି ନବୀନ ନମ୍ବର ୱାନ୍
ଭୁବନେଶ୍ୱର : ଜୁନ ୦୨:ପୁଣି ନବୀନ ନମ୍ବର ୱାନ୍ । ସର୍ବେକ୍ଷଣ ସଂସ୍ଥା ସି ଭୋଟର ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁନର୍ବାର ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ…
ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତୀ ସାମ୍ବାଦିକ ସମ୍ମିଳନୀ; ଓଡିଆଙ୍କ ବିକାଶ, ଦୁର୍ବିପାକ ମୁକାବିଲାରେ ମୋଦି…
ଭୁବନେଶ୍ୱର : ଜୁନ ୦୧:ଓଡ଼ିଶାର ବିକାଶ ଓ ଦୁର୍ବିପାକ ମୁକାବିଲାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ ବୋଲି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ…
ଆଇପିଏଲ୍ : ଭାରତୀୟଙ୍କ ପାର୍ଟନର୍ସିପ୍ ରେକର୍ଡ଼
Edited by Shakti Prakash Nanda
ନୂଆଦିଲ୍ଲୀ : May 19: ଇଣ୍ଡିଆନ୍ ପି୍ରମିୟର ଲିଗ୍ (ଆଇପିଏଲ୍)ରେ ଅନେକ ହଟଚମଟ ଘଟଣା ଭରି ରହିଛି । ଖେଳାଳିଙ୍କ ଭାଗିଦାରୀ ରେକର୍ଡ଼ ଦଳୀୟ ସ୍କୋର୍କୁ ପ୍ରଭାବିତ କରିଥାଏ । ୨୦୧୬…
ପ୍ୟାକେଜ୍କୁ ନେଇ ମୁହଁ ଖୋଲିଲେ ଦାମ; ଆକାଶ କୟାଁ ଚିଲିକା ମାଛ, ମନକୁ ସୁଆଦ ପାଟିକୁ ମିଛ
Edited by Papu Mohanty
ଭୁବନେଶ୍ୱର : May 16: ମୋଦିଙ୍କ ୨୦ ଲକ୍ଷ କୋଟିର ପ୍ୟାକେଜ୍ ଘୋଷଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଥିଲାବେଲେ ରାଜ୍ୟର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ କଟାକ୍ଷ…
ପ୍ରବାସୀ ଓଡିଆ ପ୍ରସଙ୍ଗ: ଟ୍ରେନ୍ ଠିକ୍ କର, ଟିକେଟ ଖର୍ଚ୍ଚ ଦେବ କଂଗ୍ରେସ : ନିରଞ୍ଜନ
Edited by Papu Mohanty
ଭୁବନେଶ୍ୱର : 09/05/:ରାଜ୍ୟ ସରକାରଙ୍କ ଦୁରଦୃଷ୍ଟି ଅଭାବ ଯୋଗୁ କରୋନା ଦ୍ୱାରା ସମସ୍ୟାରେ ଥିବା ଲକ୍ଷ ଲକ୍ଷ ଓଡିଆ ହଇରାଣ ହରକତ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ…
ନିୟମରେ ଟିକେ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ: ସ୍ୱାସ୍ଥ୍ୟମନ୍ତ୍ରୀ
ସମୟ ଲାଇଭ,୫/୫: ରାଜ୍ୟକୁ ଦିନକୁ ଦିନ ଅଧିକରୁ ଅଧିକ ପ୍ରବାସୀ ଓଡ଼ିଆ ଫେରୁଛନ୍ତି। ଅନ୍ୟପଟେ କେତକ ଅମାନିଆ ପ୍ରବାସୀଙ୍କ ଆଚରଣ ପ୍ରଶାସନକୁ ନାକେଦମ୍ କରିବାରେ ଲାଗିଛି। ଏପରିକି କିଛି ବାହାର ରାଜ୍ୟ ଫେରନ୍ତାଙ୍କ ଗତିବିଧି…
ପ୍ରବାସୀ ଶ୍ରମିକ ଘରକୁ ଫେରିଲେ କଂଗ୍ରେସ ଦେବ ଭଡା :ସୋନିଆ ଗାନ୍ଧୀ
ସମୟ ଲାଇଭ, 4/5: କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଫଶିରହିଛନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଫଶି ରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ…
୨୭ରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ସମୟ ଲାଇଭ,୨୩ା୪: କରୋନାକୁ ନେଇ ସମଗ୍ର ଦେଶରେ ଲକ୍ଡାଉନ୍ ହୋଇରହିଛି। ମେ ୩ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରାଯାଇଥିବାବେଳେ ଅନେକ ନିୟମ କୁ କୋହଳ କରାଯାଇଛି | ତେବେ ଆସନ୍ତା ୨୭ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ…
ସରପଞ୍ଚଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ସମୟ ଲାଇଭ, 22/4(ଦେଵଜ୍ୟୋତି ମହାନ୍ତି ): କରୋନା ମୁକାବିଲାରେ ଅନ୍ୟତମ ସାରଥୀ ସାଜିଥିବା ରାଜ୍ୟର ସବୁ ସରପଞ୍ଚଙ୍କୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଶପଥ ପାଠ କରାଇଥିଲେ ଓ…