Browsing Category
ଜୀବନଚର୍ଯ୍ୟା
ବାଡି଼ ବଗିଚାରେ ଚାଷପାଇଁ ଏମିତି ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ଖତ
ସମୟ ଲାଇଭ୍,୩୦/୧୧: ପ୍ରଥମେ ଏକ ଗଭୀର ଗାତ ଖୋଳନ୍ତୁ ।ଏହାପରେ ଏକ ସ୍ତରରେ ନଡ଼ା ପକାନ୍ତୁ ,ଏହାପରେ ଗୋବର ଏବଂ ବିଭିନ୍ନ ପ୍ରକାରର ରାସାୟନିକ ଦ୍ରବ୍ୟ ପକାଇ ଭଲଭାବରେ ଏହି ଗର୍ତ୍ତକୁ ପୋତି ଦିଅନ୍ତୁ । କିଛିଦିନପରେ ଏହା ଖତ…
ଫାଶୀ ଦଣ୍ଡାଦେଶ ପରେ କଲମ ମୁନ କାହିଁକି ଭାଙ୍ଗିଦିଅନ୍ତି ଜଷ୍ଟିସ୍?
ସମୟ ଲାଇଭ୍, ୨୯/୧୧: ଅଦାଲତରେ ବିଚାରପତି କୌଣସି ଅପରାଧୀକୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରିବା ପରେ ଲେଖୁଥିବା କଲମର ମୁନ୍ ଭାଙ୍ଗି ଦେଇଥା’ନ୍ତି। ତେବେ ଏପରି କାହିଁକି କରାଯାଏ ତାହା ଆଜି ବି ଅନେକଙ୍କୁ ଅଜଣା।
ବାସ୍ତବରେ…
‘ସେଲଫି’ ଶୀଘ୍ର ଆଣିବ ବାର୍ଦ୍ଧକ୍ୟ !
ସମୟ ଲାଇଭ୍,୨୮/୧୧: ବ ର୍ମାନ ସମୟରେ ସେଲ୍ଫି ସବୁ ବର୍ଗର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ଯେଉଁଠି ଦେଖିବ ଆଉ ଯାହାକୁ ଦେଖିବ ସମସ୍ତେ ସେଲ୍ଫି ମାୟାରେ ବାୟା। ଖାଲି ସେତିକି ନୁହେଁ ଏହାକୁ ନେଇ ଆପଣ ପ୍ରତିଦିନ କିଛି…
ବାର୍ଷିକ ପରୀକ୍ଷା ପାଇଁ ଏପରି କରନ୍ତୁ ପ୍ରସ୍ତୁତି
ବାର୍ଷିକ ପରୀକ୍ଷା ଆସିଲେ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ବ୍ୟସ୍ତ ହୋଇପଡ଼ନ୍ତି। ତେବେ ଯେଉଁ ବର୍ଷ ସାରା ଠିକ୍ ଭାବରେ ପଢ଼ାପଢ଼ି କରିଥା’ନ୍ତି ସେମାନଙ୍କୁ ର୍ବାେିକ ପରୀକ୍ଷାର ଭୟ ନଥାଏ। ଯେଉଁମାନେ ପରୀକ୍ଷା ପାଇଁ ବିବ୍ରତ…
ମହୁ ଓ ଚାଉଳରେ କରାନ୍ତୁ ଫେସିଆଲ, ଚମକିବ ତ୍ୱଚା
ସମୟ ଲାଇଭ, ୨୬/୧୧: ଆପଣ ଆପଣଙ୍କ ତ୍ୱଚା ଚମକାଇବା ପାଇଁ ପାର୍ଲର ଠାରୁ ଆରମ୍ଭ କରି ଅନେକ ଘରୋଇ ଉପଚାର ଆପଣାଇଥା’ନ୍ତି। ତେବେ ମହୁ ଓ ଚାଉଳର ଫେସିଆଲ କେବେ କରିଛନ୍ତି କି? ଫେସିଆଲ ପାଇଁ ଆବଶ୍ୟକ କ୍ଲିନ୍ଜର, ସ୍କ୍ରବ୍,…
କମ୍ ସମୟରେ ନଖରୁ ନେଲପଲିସ୍ ଛାଡ଼ିଯାଉଛି କି ?
ନେଲପଲିସ୍ ଲଗାଇବା ସାଧାରଣତଃ ଝିଅ ମାନଙ୍କର ପ୍ରଥମ ପସନ୍ଦ।ହାତର ସୌନ୍ଦର୍ୟ୍ୟ ବଢାଇବାରେ ଏହା ସହାୟକ ହୋଇଥାଏ। ସେଥିପାଇଁ ଝିଅମାନେ ସାଧାରଣତଃ ବିଭିନ୍ନ ରଙ୍ଗର ନେଲ୍ପଲିସ୍ ଲଗାଇଥାନ୍ତି। ଅନେକ ସମୟରେ ଦେଖାଯାଏ ନେଲ…
ଏହି ଉପାୟରେ ହୋଇପାରିବେ ଶାଶୁଙ୍କ ପ୍ରିୟପାତ୍ର
ସମୟ ଲାଇଭ୍,୨୪/୧୧: ଆଜିକାଲି ସମାଜରେ ଶାଶୂବୋହୁଙ୍କ ସମ୍ପର୍କରେ ତିକ୍ତତା ଦେଖାଯାଉଛି। ଆପଣ ଓ ଆପଣଙ୍କ ଶାଶୁଙ୍କ ସମ୍ପର୍କରୁ ଏହି ତିକ୍ତତା ଦୂର କରିବା ପାଇଁ ଆପଣାନ୍ତୁ ଏହି କେତୋଟି ସରଳ ଉପାୟ ଟ୍ଟ
୧) ଶାଶୁଙ୍କ ପସନ୍ଦ…
ଝିଅମାନେ ପ୍ରଥମେ କରନ୍ତି ନାହିଁ ପ୍ରପୋଜ !
ସମୟ ଲାଇଭ୍,୨୩/୧୧: ପ୍ରେମ ସମ୍ପର୍କରେ ଆଗକୁ ବଢ଼ିବାକୁ ହେଲେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ନିଜର ମନର କଥା ପ୍ରଥମେ ପ୍ରକାଶ କରିବାକୁ ପଡ଼ିଥାଏ। ତେବେ ଅଧିକାଂଶ ସମୟ ପୁଅମାନେ ହିଁ ପ୍ରଥମେ ମନର କଥା ପ୍ରକାଶ କରିଥା’ନ୍ତି।…
କେଶରେ କିପରି କରିବେ ଟାଟୁ, ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର
ଝିଅମାନେ ଆକଷୟଣୀୟ ଦିଶିବା ପାଇଁ ଅନେକ ସୌନ୍ଦର୍ୟ୍ୟ ମନ୍ତ୍ର ଆପଣେଇଥା’ନ୍ତି। ଆଜିକାଲି ଝିଅଙ୍କ ମଧ୍ୟରେ କେଶରେ କରାଯାଉଥିବା ଟାଟୁ ପ୍ରତି ବିଶେଷ ଆଗ୍ରହ ପରିଲିଖିତ ହେଉଛି। ତେବେ ଏହି ଟାଟୁ ଲଗାଇବା ଓ ଛଡ଼ାଇବା ପ୍ରଣାଳୀ…
ପ୍ରଥମ ଦେଖାରେ ସାଥୀଙ୍କ ସହ କିପରି ହେବା ଉଚିତ୍ ଜାଣିବା ପାଇଁ ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର….
ଆପଣଙ୍କ ସଂସ୍ପର୍ଶରେ ଆସିଥିବା ଝିଅଙ୍କୁ ପସନ୍ଦ କରିବା ପରେ ତାଙ୍କ ସହ ଭାବ ବିନିମୟ କରିବାରେ କୌଣସି ଅସୁବିଧା ହୋଇ ନଥାଏ। କିନ୍ତୁ ଆପଣଙ୍କ ପାଇଁ ଘରଲୋକ ପସନ୍ଦ କରିଥିବା ଝିଅ ସହ କଥା ହେବାକୁ ଅସହଜ ମନେ କରନ୍ତି। ଯଦି ଆପଣ…