୪ ବର୍ଷ ବୟସରୁ ହୋଇଥିଲା ଅପହରଣ, ସ୍ମରଣ ଶକ୍ତି ଯୋଗେ ନକ୍ସା କରି ୩୩ ବର୍ଷ ପରେ ଘରକୁ ପହଞ୍ଚିଲେ
ୟୁନାନ୍ ପ୍ରଦେଶ: ଚୀନ୍ର ୟୁନାନ୍ ପ୍ରଦେଶର ଜଣେ ଯୁବକ ୩୩ ବର୍ଷ ପରେ ନିଜ ଘରକୁ ଫେରିଛନ୍ତି । ଘରକୁ ଫେରିବାର ନିଆରା କାହାଣୀ କୌଣସି ଚଳଚ୍ଚିତ୍ର କାହଣୀଠାରୁ କମ୍ ନୁହେଁ । ୪ ବର୍ଷ ବୟସରୁ ଲି ଜିଙ୍ଗବାଇଙ୍କୁ ପଡ଼ୋଶୀ…