Browsing Category

ଦେଶ- ବିଦେଶ

ଅଯୋଧ୍ୟା ବିବାଦର ରାୟ ଶୁଣେଇଥିବା ବିଚାରପତିଙ୍କ ବଢିଲା ସୁରକ୍ଷା

ସମୟଲାଇଭ,୧୧/୧୧: ବହୁ ଚର୍ଚ୍ଚିତ ଅଯୋଧ୍ୟା ରାମ ଭୂମି ବିବାଦରେ ଗତକାଲି ଚୁଡାନ୍ତ ରାୟ ପ୍ରକାଶ ପାଇବା ପରେ ସାରା ଦେଶରେ ଏବେ ହାଇ ଆଲର୍ଟ। ଏଥିସହିତ ରାୟ ଦେଇଥିବା ୫ ଜଣ ବିଚାରପତିଙ୍କ ସୁରକ୍ଷା ମଧ୍ୟ ବଢେଇ ଦିଆଯାଇଛି।…

ତିନି ମାସ ପରେ କାଶ୍ମିର ଉପତ୍ୟାକାରେ ସ୍ୱଭାବିକ ହେଲା ଟ୍ରେନ ଚଳାଚଳ

ସମୟଲାଇଭ,୧୧/୧୧: ଜାମ୍ମୁ କାଶ୍ମିର ଉପତ୍ୟାକାରେ ଆଜି ସ୍ୱଭାବିକ ହୋଇଛି ଟ୍ରେନ ଚଳାଚଳ। ଧାରା ୩୭୦ ଉଠିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଦୀର୍ଘ ତିନିମାସ ହେଲା ବନ୍ଦ ଥିବା ଟ୍ରେନ ସେବା ଆଜିଠୁ ପୁଣି ଥରେ…

ମୁହାଁମୁହିଁ ଧକ୍କା ହେଲା ଦୁଇଟି ଟ୍ରେନ ଅନେକ ଯାତ୍ରୀ ଆହତ

ସମୟଲାଇଭ,୧୧/୧୧: ବିପରିତ ଦିଗରୁ ଆସୁଥିବା ଦୁଇଟି ଟ୍ରେନର ଧକ୍କା ହୋଇଛି। ଆଜି ତେଲେଙ୍ଗାନାର କଚେଗୁଡା ଷ୍ଟେସନଠରେ ଦୁଇଟି ଟ୍ରେନ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାଟି ଏମଏମଟିଏସ୍ ଏବଂ ଇଣ୍ଟରସିଟି ଏକ୍ସପ୍ରେସ…

ପଶ୍ଚିମବଙ୍ଗ ଦେଖିବ ‘ବୁଲବୁଲ’ର ଉଗ୍ରରୂପ

ସମୟ ଲାଇଭ୍‍,୧୦/୧୧: ସିଭିୟର ସାଇକ୍ଲୋନିକ୍‍ ଷ୍ଟର୍ମ ବୁଲବୁଲ ପଶ୍ଚିମବଙ୍ଗ ପହଞ୍ଚିଥିବାବେଳେ ଶନିବାର ରାତିରୁ ଏହାର ପ୍ରଭାବ ଦେଖିବାକୁ ମିଳିଛି। ତେବେ ରବିବାର ଏହାର ପ୍ରଭାବ ବଢ଼ିବାରେ ଲାଗିଛି। ଅନ୍ୟପଟେ କେନ୍ଦ୍ରସରକାର…

୨୦୨୩ ପୁରୁଷ ବିଶ୍ୱକପ ହକି ଭୁବନେଶ୍ୱରରେ ହେବ !

ସମୟ ଲାଇଭ,୯/୧୧: ୨୦୧୮ ବିଶ୍ୱକପ ହକିର ସଫଳ ଆୟୋଜନ ପରେ ପୁଣିଥରେ ୨୦୨୩ ମସିହାରେ ହେବାକୁ ଥିବା ପୁରୁଷ ବିଶ୍ୱକପ ହକି ଭାରତର ସ୍ପୋର୍ଟ୍ସ କ୍ୟାପିଟାଲ ଭୁବନେଶ୍ୱରରେ ହେବ ବୋଲି ସମ୍ଭାବନା କରାଯାଉଛି। ଏଥିନେଇ ହକି ଇଣ୍ଡିଆକୁ…

ଆନ୍ଧ୍ରପ୍ରଦେଶରେ ତୈଳ ଓ ଗ୍ୟାସ ପ୍ରକଳ୍ପରେ ହେବ ବ୍ୟାପକ ପୁଞ୍ଜିନିବେଶ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମୟ ଲାଇଭ,୯/୧୧:ଆଗାମୀ ୫ ବର୍ଷରେ ଆନ୍ଧ୍ରପ୍ରଦେଶରେ ଭାରତ ସରକାରଙ୍କ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ତରଫରୁ ବିପୁଳ ପୁଞ୍ଜିନିବେଶ କରିବାର ଯୋଜନା ରଖିଛି ବୋଲି ଶୁକ୍ରବାର ଆନ୍ଧ୍ରପ୍ରଦେଶର ବିଜୟୱାଡା ଠାରେ…

ମସଜିଦ୍‍ ନିର୍ମାଣ ପାଇଁ ୨.୭୭ ଏକର ବଦଳରେ ୫ ଏକର ଜମି ମିଳିଲା

ସମୟ ଲାଇଭ୍‍,୯/୧୧: ବହୁପ୍ରତୀକ୍ଷିତ ଅଯୋଧ୍ୟା ମାମଲାକୁ ନେଇ ବଡ଼ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ରାମମନ୍ଦିର ଓ ବାବ୍ରି ମସଜିଦ୍‍ ଅନ୍ତର୍ଗତ ବିବାଦୀୟ ଜମି ମାମଲାର ଶୁଣାଣିରେ ମୁସଲମାନମାନଙ୍କୁ ବିକଳ୍ପ ସ୍ଥାନ ଯୋଗାଇଦେ…

ଗାନ୍ଧୀ ପରିବାରକୁ ଆଉ ମିଳିବନି ଏସପିଜି ସୁରକ୍ଷା

ସମୟ ଲାଇଭ,୮/୧୧: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ତାଙ୍କ ପୁଅ ରାହୁଲ ଓ ଝିଅ ପ୍ରୟଙ୍କା ଗାନ୍ଧୀଙ୍କୁ ଆଉ ମିଳିବନି ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‍ (ଏସପିଜି) ସୁରକ୍ଷା ବ୍ୟବସ୍ଥା। ଏହି ଉଚ୍ଚ ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା…

୯୨ ବର୍ଷରେ ପାଦ ଥାପିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ

ସମୟ ଲାଇଭ,୮/୧୧: ଆଜି ହେଉଛି ବିଜେପି ନେତା ୯୨ତମ ଜନ୍ମ ଜୟନ୍ତି। ବରିଷ୍ଠ ନେତା ତଥା ଅଯୋଧ୍ୟା ଆନ୍ଦୋଳନର କର୍ଣ୍ଣଧାର ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଭାରତୀୟ ଗଣତନ୍ତ୍ର କ୍ଷେତ୍ରରେ ଜଣେ ଯୁଗାନ୍ତକାରୀ ରାଜନେତା। ଲାଲକୃଷ୍ଣ…

ବିମୁଦ୍ରାକରଣକୁ ଆଜି ପୁରିଲା ତିନି ବର୍ଷ

ସମୟ ଲାଇଭ,୮/୧୧: ଭାରତରେ ପ୍ରଚଳିତ ହେଉଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ୨୦୧୭ ମସିହା ନଭେମ୍ବର ୮ ତାରିଖ ଠିକ ଆଜରି ଦିନରେ ହିଁ ବନ୍ଦ ହୋଇଥିଲା। ଯାହା ଦେଶର ମୋଟ ଅର୍ଥନୀତିର ୮୬ ଭାଗ ଟଙ୍କା ମଜାରରୁ ଉଭେଇଯାଇଥିଲା। ଏହା ମୋଦି…