Browsing Category

ସାହିତ୍ୟ

ଉଦ୍ଧାର କର

ତୁମରି ମହିମା ଯେ ଅପରମ୍ପାର ସମୟ ଆସିଛି କିଛି କରି ଦେଖେଇବାର । ଏ ବିଶ୍ୱ ବାସୀଙ୍କୁ ଉଦ୍ଧାର କରାଅ ଜଗତରେ ତୁମ ଟେକ ରଖି ଥାଅ । ଆଶା ଯେ ଅନେକ ତୁମରି ଉପରେ ନିରାଶ କରିବନି ଜନ କଲ୍ୟାଣ ରେ । ବିଶ୍ୱର ସମସ୍ୟା …

କରୋନା ପାଇଁ….

କି ଥିଲା ମୋ ଦେଶ, କି ହୋଇଛି ଆଜ ସବୁ ତ କରୋନା ପାଇଁ ସହରଠୁ ପଲ୍ଲୀ , ମନ୍ଦିରଠୁ ଦିଲ୍ଲୀ ସବୁଠି ନୀରବ ରାଜି। ମହୋଦଧି ଆଜି ଗର୍ଜନ କରୁଛି ଶୂନ୍ୟ କୋଳାହଳ ନେଇ ବଡଦାଣ୍ଡ ଆଜି ଶୂନ୍ୟ ଶୂନ୍ୟ ଲାଗେ ଜନ ସମାଗମ…

ଏକାଠି ଲଢ଼ିବା

ଡାକ୍ତର କରୁଛନ୍ତି ଆମ ଚିକିତ୍ସା ନର୍ସଙ୍କ ଉପେରେ ରହିଛି ଆମ ଭରସା । ପୋଲିସ ଏଠି ଘରୁ କାଢ଼ି ଦଉନି ଝାଡ଼ୁ ଵାଲା ଦେଶ ସଫା ରଖିଲେଣି । ପରା ମେଡିକାଲ ଷ୍ଟାଫ ଆମର ଡୁଟି କରୁଛନ୍ତି ଭୁଲି ଘରଦ୍ୱାର । ମିଡ଼ିଆ ଭାଇ ଭଉଣୀକୁ…

ଆଶାର ପ୍ରଦୀପ

ସାଧନାର ପଥେ ଆଶାର ପ୍ରଦୀପ ଜଗାଏ ପ୍ରାଣରେ ଅମିତ ସୁଖ ଜୀବନର ଅର୍ଥ ସାଧନା ଓ ବ୍ରତ ନଜାଣଇ ଯିିଏ ପାଏ କି ସୁଖ ? ସମୟର ଗତି କେତେ ଯେ ପ୍ରଖର ତାଳ ଦେଇ ସାଥେ ହୁଏ ଚାଲିବାର କିଛିଟା ସ୍ୱପ୍ନ, ନଦେଇ ପାରିଲେ ଜୀବନ କି…

କରୋନା ରୋକିବ କି ଘୋଷଯାତ?

ବିବାଦରେ ଏବେ ପୁରୀ ଜଗନ୍ନାଥ ହେବ କି ନାହିଁ ତାଙ୍କ ଘୋଷଯାତ। ଜଗତର ନାଥ ପ୍ରଭୁ ଜଗନ୍ନାଥ ନିଶ୍ଚିତ କରିବେ କରୋନାକୁ ନାଶ। ଭକ୍ତ ବିନା ଏବେ ଶ୍ରୀମନ୍ଦିର ସେ କି କରିବ ତା’ର ଉପଚାର। ମାସେ ହେଲା ସେ ଭକ୍ତଙ୍କୁ…

ବିଜ୍ଞାନ କି ହେବ ବେଦ!

ଜନମିଲେ ଏ ଧରାରେ ମରଣ ଯେ ସତ୍ୟ ଶରୀର ନଶ୍ୱର ଯହିଁ ଆତ୍ମା ଥାଏ ନିତ୍ୟ ଜନମ ମରଣ ସିନା ବିଧିର ବିଧାନ ଶରୀର ପାଦପ କ୍ଷୟ ରୋଗ ହିଁ କାରଣ। ଆଜି ଯାଇଛି ବଦଳି ବିଜ୍ଞାନର ବଳେ ଅହେତୁକ ମୃତ୍ୟୁ ନାହିଁ ଆଉ ଧରା ତଳେ। ରୋଗର…

ମୁଁ କରୋନା ଯୋଦ୍ଧା !

ପ୍ରଭୁ ଜଗନ୍ନାଥଙ୍କୁ ମୋର ପ୍ରାର୍ଥନା ଦୂର କରି ଦିଅନ୍ତୁ କରୋନା। ବହୁତ ଗଲାଣି ଜୀବନ ବଞ୍ଚିରହିବା ଆଉ କେତେଦିନ। ଜାଣିନି ଫେରିବି କି ନାହିଁ ଘରକୁ ପୁଣି ଭେଟି ପାରିବି କି  ଗୁରୁଜନଙ୍କୁ। ବହୁତ ମନେପଡ଼େ ମୋ ପିଲାଦିନ…

ସମୟର ଢ଼େଉ

ମନ ପାରାବାରେ ସମୟର ଢ଼େଉ; ସାଥେ ସାଥେ ଉତ୍ତାଳ ତରଙ୍ଗମାଳା, ନାଚି ନାଚି ଗାଉଥାଏ ସମୟର ଗାଥା ମାନେ ନାହିଁ ବାରଣ; ସୀମା ଡ଼େଇଁ ଲଂଘିଯାଏ, ତାଣ୍ଡବର ଡ଼ମ୍ବରୁ ବଜାଇ ପ୍ରଳୟର ଆଶଙ୍କା; ମନେ ମୋ ଆତଙ୍କ ଜଗାଏ ମନେ ହୁଏ…

ନାରୀ

ନାରୀଟିଏ କିଏ ? କ’ଣ ତା’ର ପରିଚୟ? ଏପ୍ରଶ୍ନ ଯେବେ ବାରବାର ଦୋହୋରାଇ ଦୋହୋରାଇ ଏ ମନକୁ ଦିଏ ଚହଲାଇ ଅସ୍ତବ୍ୟସ୍ତ-ଆନ୍ଦୋଳିତ କରେ ହୃଦୟକୁ ମୋର ମନ କହେ- ନାରୀଟିଏ! ସୃଷ୍ଟିର ବୀଜଟିଏ ଓଁକାର ଝଙ୍କାରର ଉଚ୍ଚାରିଣୀ…

ସମୟ ସୁଅରେ ଜୀବନ ସଂଗୀତ

ସମୟର ନଈ ବହେ ଅଙ୍କାବଙ୍କା ହୋଇ ଦୁଃଖ ସୁଖ ପ୍ରତି ମୋଡ଼େ କେତେ କଥା କହି ସେ ବେଳା ଭୂମିରେ ଆମେ ଦୁଇଟି ଝରଣା ସାଥେ ସାଥେ ଝରି ଯାଉ ନୁହେଁ ବାଟବଣା ସେ ସମୟ ସ୍ମୃତିର-ସନ୍ତକ ଆମ ପାଇଁ କରିଛି ଯେ ଏକ ମନ-ପ୍ରାଣ ଏକ ଦେହୀ…