Browsing Category
ସାହିତ୍ୟ
ଧଳା ଲାଞ୍ଜ ହରିଣଙ୍କ ଶରୀରରେ ରହିଛି କରୋନା ଆଣ୍ଟିବଡି
ଭୁବନେଶ୍ୱର: ଅଗଷ୍ଟ ୪: ଆମେରିକା ଉତ୍ତର-ପୂର୍ବ ଭାଗରେ ବସବାସ କରୁଥିବା ପ୍ରାୟ ଏକ ତୃତୀୟାଂଶ ଧଳା ଲାଞ୍ଜ ହରିଣଙ୍କ ଶରୀରରେ କରୋନା ଆଣ୍ଟିବଡି ରହିଛି । ବିଶେଷକରି ସେମାନଙ୍କ ଶରୀରରେ ସାର୍ସ କୋଭି-୨ ଭୂତାଣୁର ଆଣ୍ଟିବଡି…
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର: ଉପନ୍ୟାସରେ ନିତ୍ୟାନନ୍ଦ ପଣ୍ଡା, ଗୀତି କବିତାରେ ମନୋଜ ମହାନ୍ତି
ଭୁବନେଶ୍ୱର : ଜୁଲାଇ ୧୧: ୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । ୨୦୧୫ରେ ଉପନ୍ୟାସ ବିଭାଗର ‘ଗୋଟିଏ ଯୋଡି ଗାଁର କାହାଣୀ’ ପାଇଁ ନିତ୍ୟାନନ୍ଦ ପଣ୍ଡା ମନୋନୀତ ହୋଇଛନ୍ତି । ୨୦୧୬ରେ…
ସୁନ୍ଦରବନରେ କଲା ଲ୍ୟାଣ୍ଡଫଲ: ଅମ୍ଫାନର ତାଣ୍ଡବ: ଦୁଇ ମୃତ
Edited by Papu Mohanty
ଭୁବନେଶ୍ୱର : May 20: ଅତି ଭୟଙ୍କର ରୂପ ଧାରଣ କରି ମହାବାତ୍ୟା ‘ଅମ୍ଫାନ’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିଛି । ଅମ୍ଫାନର ଘଣ୍ଟାପ୍ରତି ବେଗ ୨୫ କିମି ଥିବାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ସଂପୂର୍ଣ୍ଣ…
ସମୟର ପଦଚିହ୍ନ
ସମୟର ସାଥେ ତାଳ ଦେଇ
ବଞ୍ଚିବାର ସୁନେଲି ସପନ;
ଅତୁଟ ରହେନା,
ସମୟର ପଦଧ୍ୱନି ତଳେ
ଉଜୁଡ଼ି ଯିବାର ଆଶଙ୍କାରେ,ମନ
ତୁଟିଯାଏ,ଭାଜିଯାଏ;ଝୁରୁଥାଏ ପ୍ରାଣ।
ସପନର ଡୋରେ ବନ୍ଧା
କେତେ ଯେ ଯୋଜନା
କେତେ ଛବି, କେତେ ରଙ୍ଗ;…
ସତେ ଅବୁଝା ଏ ମନ
ସତେ କେଡ଼େ ଅବୁଝା ଏମନ!
ଅସ୍ଥିର ଏମନ ଭିତରେ ଅହରହ
ଯୁଦ୍ଧର ଘୋଷଣା
ସବୁ ଓଲଟ ପାଲଟ କରିବାକୁ
ଏକାନ୍ତ ଯୋଜନା।
ଅବୁଝା ମନଟାକୁ ବୁଝାଇ ଆଶ୍ୱସ୍ତ
କରିବାକୁ,ବହୁବାର ପ୍ରୟାସ ବାଢିଛି
ବୃଥା ସେ ପ୍ରୟାସ ,ଶତ ଦଂଶନର…
ଜୀବନର ଅଭୁଲା ସପନ
ସପନକୁ ନେଇ ବଞ୍ଚିିବାର
କଳା ହିଁ ଜୀବନ
ସତ ହେଲେ ହେଉ ବା ନ ହେଉ
ମନେ ମନେ ଝୁରୁଥାଇ ପ୍ରାଣ
ଶେଷ ଶ୍ୱାସ ଯାଏଁ ସପନକୁ
ଭୁଲିବାକୁ ଚାହେଁନି ପରାଣ
ଏଇତ ଜୀବନର ଅଭୁଲା ସପନ
କଳ୍ପନାର ଖିଅ ଲମ୍ବିଯାଏ;କାହିଁ…
ମିତଟିଏ ହୁଏ ଲୋଡ଼ା
ମିତଟିଏ ହୁଏ ଲୋଡ଼ା
ମିତଟିଏ ହୁଏ ଲୋଡ଼ା
ଏକାନ୍ତରେ ମନକଥା ବସି କହିବାକୁ,
ଅସରା ଦୁଃଖପସରା ଖୋଲିଥୋଇବାକୁ
ଦୁଃଖସାଥେ କିଛି ସୁଖ ବାଣ୍ଟିବାକୁ
ମିତଟିଏ ହୁଏ ଲୋଡ଼ା।
ଏକା ଏକା ଏଠି ସମୟ ସରେନା
ପାହାଡ଼ଠୁ ବଳି ବୋଝ…
ଲେଖୁଛି ମୁଁ ପୋଲିସଙ୍କ ପାଇଁ
ଆମକୁ ହେଲାଣି କରୋନା ପ୍ୟାର
ତା ପ୍ରେମରେ ଆମେ ମାନିବୁନି ଜମା ହାର ।
ଖୁସିରେ ବାହରୁଛୁ କରିବାକୁ ଆମ ଡ୍ୟୁଟି
କେହି ରୋକିବେନି ଆମକୁ ଆମେ ଥିବୁ ସବୁଠି ।
ଚାଲିକି ହଉ ଅବା ଗାଡ଼ିରେ
ଆମେ ବୁଲୁଥାଉ ସବୁ ଜାଗାରେ ।…
ପ୍ରଭୁ ତୁମେ କରୁଣା ସାଗର
ପ୍ରଭୁ ତୁମେ କରୁଣା ସାଗର
ତୁମରି କରୁଣା ଅଟେ ଯେ ଅପାର ।
କରୁଣା ବିନ୍ଦୁ ସାଜି କରିବ ବିଶ୍ୱ କୁ ଉଦ୍ଧାର
ଏତିକି ଆଶା ଅଛି ଏ ବିଶ୍ୱ ବାସୀଙ୍କର ।
ଏ ଦୁନିଆ ର ରକ୍ଷକ ତୁମେ ଭକ୍ଷକ ସାଜ ନାହିଁ
ଏ କଳି ଯୁଗର ଅନ୍ତ ଏତେ…
ବଦଳି ଗଲାଣି ସବୁ
ବଦଳି ଗଲାଣି ଦୁନିଆର ରୀତି
ପୁରୁଣା ଚଳଣି, ପ୍ରେମ ପୀରତି ଗୋ ସାଥୀ
ଶୁଭ ମନାସିବା ଚୁଲିକି ଗଲାଣି
ସମ୍ପର୍କଟା ସ୍ୱାର୍ଥ ସର୍ବସ୍ୱ ହେଲାଣି ....
ଆଜିର ଯୁବକ ଯୁବତୀଙ୍କ ଠାଣି
ବଡ଼ କୁଣ୍ଠା ଆସେ ଦେବାକୁ ବଖାଣି ....…