ହିଟମ୍ୟାନ ରୋହିତଙ୍କ ନୂଆ ରେକର୍ଡ

ସମୟ ଲାଇଭ,୪/୧୧: ଭାରତ ପକ୍ଷରୁ ସର୍ବାଧିକ ‌ଟ୍ୱେଣ୍ଟି-୨୦ ମ୍ୟାଚ୍ ଖେଳିବାର କୀର୍ତ୍ତିମାନ ଅଧିନାୟକ ‌ରୋହିତ ଶର୍ମା କରିଛନ୍ତି । ଏ କ୍ଷେତ୍ରରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଟପିଛନ୍ତି । ଧୋନି ୯୮…

କେବଳ ଗର୍ଭବତୀ ନୁହେଁ ସଭିଙ୍କ ପାଇଁ ଉପକାରୀ ଏହି ଲଡ଼ୁ

ସମୟ ଲାଇଭ,୪/୧୧: ଶୀତଦିନେ ବାଦାମର ମଜା ନେବା କାହାକୁ ବା ପସନ୍ଦ ନୁହେଁ ? ଆମ ମନରେ ଧାରଣା ଥାଏ ଯେ ଏହା କେବଳ ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ଅଟେ। ତେବେ ଜାଣି ରଖନ୍ତୁ ବାଦମ ସହ ଗୁଡ଼ ଖାଇଲେ କେଉଁ ଉପକାର ମିଳିଥାଏ। ୧)…

ଆଜିଠୁ କ।ର୍ଯ୍ଯରେ ଯୋଗଦେବେ ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ

ସମୟ ଲାଇଭ,୪/୧୧: ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନର ଆଇନଜୀବୀ ଆଜିଠୁ କ।ର୍ଯ୍ଯରେ ଯୋଗଦେବେ । ଆନ୍ଦୋଳନକୁ ସ୍ଥଗିତ ରଖିବା ପରେ ହାଇକୋର୍ଟ ବାର୍ ଓ କଟକର ଅନ୍ୟ ବାର୍ ଓକିଲଙ୍କୁ କର୍ଯ୍ଯରେ ଯୋଗ ଦେବାକୁ ହାଇକୋର୍ଟ ବାର୍…

ନାସା ଯିବେ ଓଡ଼ିଆ ପୁଅ ଶୁଭ୍ରାଂଶୁ ୲ ନିଜର ବିରଳ ମାଭିକ ପ୍ରୋଜେକ୍ଟ ପାଇଁ ହୋଇଛନ୍ତି ଚୟନ

ସମୟ ଲାଇଭ,୪/୧୧: ଉଦ୍ୟମ ବଳରେ ସବୁ କାର୍ଯ୍ଯ ସାଧିତ ହେଇପାରେ ଆଉ ଏହି କଥାକୁ କାର୍ଯ୍ୟରେ ପରିଣତ କରିଛନ୍ତି ଅନୁଗୁଳ ଜିଲ୍ଲା ହୁଲୁରୁଶିଙ୍ଗାର ଲକ୍ଷ୍ମଣ ନାୟକଙ୍କ ପୁଅ ଶୁଭ୍ରାଂଶୁ ନାୟକ ୲ ନିଜ ଉଦ୍ୟମରେ କରିପାରିଥିବା ମାଭିକ…

ପ୍ରଦୂଷଣର ବିଷବଳୟରେ ଦିଲ୍ଲୀବାସୀ ସହର ଛାଡ଼ିବାକୁ ଚାହୁଁଛନ୍ତି ୪୦ଭାଗ ଲୋକ

ସମୟ ଲାଇଭ,୪/୧୧: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ବର୍ତ୍ତମାନ ଏହା ସାଂଘାତିକ ରୂପ ଧାରଣା କରିଲାଣି ୲। ଏନସିଆର ଅଞ୍ଚଳରେ ପ୍ରଦୂଷଣର ମାତ୍ରା ଅତ୍ୟଧିକ ହେତୁ ଏଠାରେ ବାସ କରୁ୍ଥିବା କିଛି ଲୋକ…

କଳିଙ୍ଗରେ କମାଲ କରିଲା ଟିମ ଇଣ୍ଡିଆ, ଟୋକିଓ ପାଇଁ ଟିକେଟ କରିଲା ପକ୍କା

ସମୟ ଲାଇ,୩/୧୧: କଳିଙ୍ଗରେ ଟିମ ଇଣ୍ଡିଆର ଦମଦାର ବିଜୟ ୲ ରୁଷିଆକୁ  ୭-୧ରେ ଗୋଲରେ ପରାସ୍ତକରି ଅଲମ୍ପିକ୍ସ  ଟିକେଟ ହାତେଇଲା ଭାରତୀୟ ପୁରୁଷ ହକି ଦଳ । କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ହକି ମ୍ୟାଚରେ ଦ୍ୱିତୀୟ ବିଜୟ…