ଗଭୀର ସମୁଦ୍ରରୁ ଧାମରା ଫେରିଆସିଲା ବେଙ୍ଗଲ ବୋଟ

ସମୟ ଲାଇଭ,୮/୧୧:ମାଛ ଧରିବା ତାଙ୍କ ଜିବୀକା। ସବୁଦିନ ଭଳି ଏଥର ବି ସେମାନେ ଯାଇଥିଲେ ଗଭୀର ସମୁଦ୍ରକୁ ମାଛ ଧରିବାକୁ। ହଠାତ୍‌ ଶୁଣିବାକୁ ପାଇଲେ ଭୟଙ୍କର ରୂପ ନେଇ ମାଡ଼ିଆସୁଛି ବାତ୍ୟା “ବୁଲ୍‌ବୁଲ୍‌”। ତେଣୁ ଜନ୍ମ ସ୍ଥାନ…

ଥାଇଲାଣ୍ଡରେ ଆତଙ୍କବାଦୀ ଆକ୍ରମଣ ୧୫ ନିହତ

ସମୟ ଲାଇଭ,୮/୧୧:ଥାଇଲାଣ୍ଡରେ ହିଂସା ପ୍ରଭାବିତ ଦକ୍ଷିଣାଞ୍ଚଳରେ ମୁସଲିମ୍‍ ଉଗ୍ରପନ୍ଥୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୫ ଜଣ ନିହତ ହେବା ସହ ୫ ଜଣ ଆହତ ହୋଇଛନ୍ତି। ଥାଇଲାଣ୍ଡରେ ଉଗ୍ରବାଦର ୧୫ ବର୍ଷରେ ଏହା…

୯୨ ବର୍ଷରେ ପାଦ ଥାପିଲେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ

ସମୟ ଲାଇଭ,୮/୧୧: ଆଜି ହେଉଛି ବିଜେପି ନେତା ୯୨ତମ ଜନ୍ମ ଜୟନ୍ତି। ବରିଷ୍ଠ ନେତା ତଥା ଅଯୋଧ୍ୟା ଆନ୍ଦୋଳନର କର୍ଣ୍ଣଧାର ଲାଲକୃଷ୍ଣ ଆଡଭାନୀ ହେଉଛନ୍ତି ଭାରତୀୟ ଗଣତନ୍ତ୍ର କ୍ଷେତ୍ରରେ ଜଣେ ଯୁଗାନ୍ତକାରୀ ରାଜନେତା। ଲାଲକୃଷ୍ଣ…

ମହାରାଷ୍ଟ୍ରରେ ଫଡନବିଶ ମୁଖ୍ୟମନ୍ତ୍ରୀ ହେବା ଉଚିତ : ନିତିନ ଗଡକରୀ

ସମୟ ଲାଇଭ,୮/୧୧: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ନିର୍ବାଚନୀ ଫଳ ବାହାରିବାର ଦୀର୍ଘ ୨୦ ଦିନ ବିତିଯାଇଥିଲେ ବି ଆଜି ଯାଏ ସରକାର ଗଠନ ହୋଇପାରିନି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ଶିବସେନା ଓ ବିଜେପି…

ଆଜିଠୁ ପଞ୍ଚକ ପୁରୀରେ ହବିଷ୍ୟାଳିଙ୍କ ଭିଡ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ସୁରକ୍ଷା

ସମୟ ଲାଇଭ,୮/୧୧:ପବିତ୍ର କାର୍ତ୍ତିକ ମାସର ଆଜିଠାରୁ ଆରମ୍ଭ ହେଉଛି ପଞ୍ଚକ। ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ତେଣୁ ଏଥିପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପଞ୍ଚକର ପ୍ରଥମ ଦିନରେ…

କଳାଜାଇ କହେ ଆପଣଙ୍କ ସ୍ୱଭାବ

ସମୟ ଲାଇଭ୍‍,୮/୧୧: ମଣିଷର କାମ ମଣିଷର ସ୍ୱଭାବ ଉପରେ ନିର୍ଭର କରେ। ତେବେ ଶରୀରରେ ଥିବା କଳାଜାଈ ମଣିଷର ବ୍ୟକ୍ତିତ୍ୱର ସୂଚନା ଦେଇଥାଏ। ନାକ : ଯେଉଁ ବ୍ୟକ୍ତିର ନାକରେ କଳାଜାଈ ରହିଥାଏ। ସେମାନେ ସ୍ୱଭାବରେ ଟିକେ ରାଗୀ…

ବିମୁଦ୍ରାକରଣକୁ ଆଜି ପୁରିଲା ତିନି ବର୍ଷ

ସମୟ ଲାଇଭ,୮/୧୧: ଭାରତରେ ପ୍ରଚଳିତ ହେଉଥିବା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ୨୦୧୭ ମସିହା ନଭେମ୍ବର ୮ ତାରିଖ ଠିକ ଆଜରି ଦିନରେ ହିଁ ବନ୍ଦ ହୋଇଥିଲା। ଯାହା ଦେଶର ମୋଟ ଅର୍ଥନୀତିର ୮୬ ଭାଗ ଟଙ୍କା ମଜାରରୁ ଉଭେଇଯାଇଥିଲା। ଏହା ମୋଦି…

ହନିଟ୍ରାପ କବଳରେ ଓଡ଼ିଆ ଯବାନ

ସମୟ ଲାଇଭ,୮/୧୧: ଦେଶର ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଶତୃ ହାତକୁ ଦେଇ ଧରାପଡିଛନ୍ତି ଓଡ଼ିଆ ଯବାନ ବିଚିତ୍ର ବେହେରା। ତାଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆଙ୍କରୋଡା ଗ୍ରାମରେ। ପାକିସ୍ତାନର ଜଣେ ଆଏସଆଇ ମହିଳାଙ୍କ କବଳରେ ପଡି…

ତେନ୍ତୁଳି କରିବ ଡ଼ାଇବେଟିସ୍‍ର ଉପଚାର

ସମୟ ଲାଇଭ୍‍,୮/୧୧: ତେନ୍ତୁଳିର ସ୍ୱାଦ ଯେତିକି ଖଟା ତା’ର ଉପକାରିତା ସେତେ ଅଧିକ। ତେନ୍ତୁଳି ତ ଆମେ ସମସ୍ତେ ଖାଇଅଛୁ କିନ୍ତୁ ଆଜି ଆସନ୍ତୁ ତା’ର ଉପକାରିତା ବିଷୟରେ ଜାଣିବା। ୧. ତେନ୍ତୁଳିରେ ପର୍ୟ୍ୟାପ୍ତ ପରିମାଣରେ…