କଳାଜାଇ କହେ ଆପଣଙ୍କ ସ୍ୱଭାବ

0

ସମୟ ଲାଇଭ୍‍,୮/୧୧: ମଣିଷର କାମ ମଣିଷର ସ୍ୱଭାବ ଉପରେ ନିର୍ଭର କରେ। ତେବେ ଶରୀରରେ ଥିବା କଳାଜାଈ ମଣିଷର ବ୍ୟକ୍ତିତ୍ୱର ସୂଚନା ଦେଇଥାଏ।

ନାକ :
ଯେଉଁ ବ୍ୟକ୍ତିର ନାକରେ କଳାଜାଈ ରହିଥାଏ। ସେମାନେ ସ୍ୱଭାବରେ ଟିକେ ରାଗୀ ହୋଇଥା’ନ୍ତି। ଏମାନେ ଅନ୍ୟମାନଙ୍କଠାରୁ ଅଲଗା ଦେଖାଯିବାକୁ ପସନ୍ଦ କରନ୍ତି।

କପାଳ:
ଯେଉଁ ବ୍ୟକ୍ତିଙ୍କ କପାଳରେ କଳାଜାଇ ଥାଏ ସେମାନେ ଭାଗ୍ୟଶାଳୀ ହୋଇଥା’ନ୍ତି। ଧନ ସମ୍ପଦ ଓ ସଫଳତା ଆପଣଙ୍କ ଚରଣ ସ୍ପର୍ଶ କରିଥାଏ।

ଗାଲ:
ଏମାନେ ଖୋଲାମନର ହୋଇଥା’ନ୍ତି। ଏମାନେ ଦେଖାଣିଆ ସ୍ୱଭାବର ଆଦୌ ହୋଇଥା’ନ୍ତି।

କାନ୍ଧ:
ଏମାନେ ଦେଖିବାକୁ ଏବଂ ସ୍ୱଭାବରେ ମଧ୍ୟ ଆକର୍ଷଣୀୟ ହୋଇଥା’ନ୍ତି। ଏହିି ବ୍ୟକ୍ତିମାନେ ବୁଦ୍ଧିମାନ ହୋଇଥା’ନ୍ତି। କୌଣସି ସିଦ୍ଧାନ୍ତରେ ପହଞ୍ଚିବା ପୂର୍ବରୁ ଏମାନେ ବୁଝିବିଚାର ଆଗକୁ ବଢ଼ନ୍ତି।

Leave A Reply

Your email address will not be published.