ହନିଟ୍ରାପ କବଳରେ ଓଡ଼ିଆ ଯବାନ

ସମୟ ଲାଇଭ,୮/୧୧: ଦେଶର ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଶତୃ ହାତକୁ ଦେଇ ଧରାପଡିଛନ୍ତି ଓଡ଼ିଆ ଯବାନ ବିଚିତ୍ର ବେହେରା। ତାଙ୍କ ଘର ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆଙ୍କରୋଡା ଗ୍ରାମରେ। ପାକିସ୍ତାନର ଜଣେ ଆଏସଆଇ ମହିଳାଙ୍କ କବଳରେ ପଡି ବିଚିତ୍ର ନିଜ ଦେଶର ବହୁ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ ହେଇଛି। ପୋଖରାନର ସେନା ଶିବିର ଓ ସୀମା ସମ୍ପର୍କିତ ସୂଚନା ଲିକ୍‌ କରିଥିବା ସନ୍ଦେହ କରାଯାଉଛି। ସିବିଆଇ ଓ ଗୁଇନ୍ଦା ବ୍ୟୁରୋ(ଆଇବି)ର ଏକ ମିଳିତ ଟିମ୍‌ ରାଜସ୍ଥାନରୁ ବିଚିତ୍ରଙ୍କୁ ଗିରଫ କରିଛି। ବିଚିତ୍ରଙ୍କ ସହ ଲାନ୍ସ ନାଏକ ରବି ବର୍ମା ମଧ୍ୟ ଗିରଫ ହୋଇଛନ୍ତି।

 

 

Comments are closed.