ସମୟ ଲାଇଭ୍‍

https://youtu.be/4s3ThGieHog ଇର୍ଷା, ଦ୍ୱେଷ କି ଏକପାଖିଆ ଖବର ନୁହେଁ , ଖବର ପଛର ସତ୍ୟତା ଏବେ ସମୟ ଲାଇଭ୍‍ରେ.....

ଦୀପାବଳୀରେ ଜଳିବ ୪ ଲକ୍ଷ ଦୀପ

ସମୟ ଲାଇଭ୍‍,୧୫/୧୦:  ଶ୍ରୀରାମ ନଗରୀ ‘ଅଯୋଧ୍ୟା’ରେ ଆଲୋକର ପର୍ବ ଦୀପାବଳିଙ୍କୁ ନେଇ ଖୁବ୍‍ ଉତ୍ସାହ ଲାଗିରହିଛି। ଅଯୋଧ୍ୟାରେ ବିଶେଷ ଉତ୍ସବ ସହ ସର୍ବାଧିକ ସଂଖ୍ୟକ ଦୀପ ଜଳାଇ ଏକ ରେକର୍ଡ଼ ସୃଷ୍ଟି କରିବାର ଯୋଜନା ମଧ୍ୟ…

ଡ଼ାଇବେଟିସକୁ କୁହନ୍ତୁ ଗୁଡବାଏ!

ସମୟ ଲାଇଭ୍‍,୧୫/୧୦: ଡାଇବେଟିସ୍‍ ବା ମଧୁମେହ ରୋଗ ବତ୍ତ ର୍ମାନ ସବୁଠୁ ବଡ ସମସ୍ୟା ଭାବେ ଉଭା ହୋଇଛି। ଏହି ରୋଗ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ମଧୁମେହ ଏମିତି ଏକ ରୋଗ ଯାହା ଏକାଧିକ ରୋଗକୁ ଜନ୍ମ…

ଆରମ୍ଭ ହେଲା ଧର୍ମମାସ, ମନ୍ଦିରରେ ଲାଗୁଛି ହବିଷ୍ୟାଳିଙ୍କ ଭିଡ଼

ସମୟ ଲାଇଭ୍‍,୧୪/୧୦: ଆଶ୍ୱିନ ପୂର୍ଣ୍ଣିମା ଶେଷ ହେବା ପରେ ଆରମ୍ଭ ହୋଇଛି ଧର୍ମମାସ କାର୍ତ୍ତିକ ମାସ। କାଳି ଅନ୍ଧାରରୁ ଉଠି ଶ୍ରଦ୍ଧାଳୁମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ହବିଷ୍ୟାଳିମାନେ ଦେବାଦେବୀଙ୍କ ମନ୍ଦିର…

ଦିଲ୍ଲୀବାସୀଙ୍କୁ ଅଣନିଶ୍ୱାସୀ କଲାଣି ପ୍ରଦୂଷଣ

ସମୟ ଲାଇଭ,୧୪/୧୦: ଶୀତଋତୁ ଆରମ୍ଭରେ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ଆଶଙ୍କାରେ କେନ୍ଦ୍ରସରକାରଙ୍କ ଦ୍ୱାରା ଆବଶ୍ୟକୀୟ ପଦକ୍ଷେପ ନିଆଯାଇଥିଲା। ତେବେ ଏହାର ଅଳ୍ପଦିନ ବ୍ୟବଧାନରେ ମାତ୍ରାଧିକ ପ୍ରଦୂଷଣ ସ୍ଥାନୀୟ…

ଝଡ଼ିବନି କେଶ, ତ୍ୱଚା ଦିଶିବନି ରୁକ୍ଷ; ଶୀତଦିନେ ଖାଆନ୍ତୁ ଏହି ସବୁ ଖାଦ୍ୟ

ସମୟ ଲାଇଭ,୧୪/୧୦: ଋତୁ ଅନୁସାରେ ଖାଦ୍ୟପେୟର ମଧ୍ୟ ପରିବର୍ତ୍ତନ ହୋଇଥାଏ। ଏହାସହ ଶୀତ ଦିନେ ସାଧାରଣତଃ ତ୍ୱଚା ରୁକ୍ଷ ହେବା ସହିତ ,କେଶ ଝଡିବା,ରୂପି ହେବା ଆଦି ସମସ୍ୟା ଦେଖାଯାଇଥାଏ। ଏହିସବୁ ସମସ୍ୟାରୁ ମୁକ୍ତି ପାଇବା…

ବିସିସିଆଇର ଅଧ୍ୟକ୍ଷ ହେବେ ସୌରଭ ଗାଙ୍ଗୁଲୀ !

ସମୟ ଲାଇଭ୍‍,୧୪/୧୦: ଭାରତୀୟ କ୍ରିକେଟଦଳର ଅଧିନାୟକ ସୌରଭ ଗାଙ୍ଗୁଲୀ ବିସିସିଆଇର ଅଧ୍ୟକ୍ଷ ହେବା ସମ୍ଭାବନା ଦୃଢ଼ୀଭୂତ ହେବାରେ ଲାଗିଛି। ଅନ୍ୟପଟେ ଅଧ୍ୟକ୍ଷ ପଦ ଲଢ଼େଇରେ ବୃଜେଶ ପଟେଲ ମଧ୍ୟ ମଜବୁତ୍‍ ଦାବିଦାର ଅଟନ୍ତି।…

କମ୍‍ ସୁଧରେ ଗ୍ରାହକ ପାଇବେ ବ୍ୟାଙ୍କ ଋଣ!

ସମୟ,୧୧/୧୦: ରିଜର୍ଭ ବ୍ୟାଙ୍କ ଦ୍ୱାରା ରେପୋ ରେଟ କମିବା ପରେ ଦେଶର ୬ଟି ବ୍ୟାଙ୍କ ଗ୍ରାହକଙ୍କ ଋଣ ଉପରେ ସୁଧର ହ୍ରାସ କରିଛନ୍ତି। ୦.୨୫ ପ୍ରତିଶତ ସୁଧହାର କମ୍‍ କରିବା ପାଇଁ ଏହି ସରକାରୀ ବ୍ୟାଙ୍କ ଗୁଡ଼ିକ ନିଷ୍ପତ୍ତି…

ବିଜେପୁର ବ୍ୟାଟେଲ !

ସମୟ ଲାଇଭ,୧୧/୧୯: ବହୁ ପ୍ରତିକ୍ଷିତ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ଯେତିକି ସରଗରମ ସବୁ ଦଳର ଅସନ୍ତୁଷ୍ଟ ନେତାଙ୍କୁ ନେଇ ମୁଖିଆ ମାନେ ମଧ୍ୟ ସେତିକି ଚିନ୍ତିତ । ଗତକାଲି କଂଗ୍ରେସର ବରିଷ୍ଠ ନେତା ରୀପୁନାଥ ସେଠ୍…