ହୁଆଟ୍ସଆପ ଆଣିଲା ଫିଙ୍ଗର ପ୍ରିଣ୍ଟ ଲକର ନୁଆ ଫିଚର ଆପଣଙ୍କ ଡାଟା ରହିବ ସୁରକ୍ଷିତ
ସମୟ ଲାଇଭ,୩/୧୧: ଆପଣ ନିଜ ମୋବାଇଲରେ ହୁଆଟ୍ସଆପ ଚଳଉଛନ୍ତି କି ଆଉ ପ୍ରାଇଭେସିକୁ ନେଇ ଚିନ୍ତିତ କି ୲ ଏବେ ହେଇଯାନ୍ତୁ ନିଶ୍ଚିତ କାରଣ ଏଣିକି ଫିଙ୍ଗରପ୍ରଣ୍ଟ ଲକ୍ ସାହାଯ୍ୟରେ ଆପଣ ନିଜ ହ୍ୱାଟ୍ସଆପକୁ ସୁରକ୍ଷିତ ରଖିପାରିବେ।…