ପାକିସ୍ତାନ ଯିବେ ସିଦ୍ଧୁ ବୈଦେଶିକ ମନ୍ତ୍ରାଳୟକୁ ମାଗିଲେ ଅନୁମତି

0

ସମୟ ଲାଇଭ,୧/୧୧: ପାକିସ୍ତାନ ଯିବାକୁ ଇଛା ପ୍ରକଟ କରିଛନ୍ତି କଂଗେସର ପଞ୍ଜାବର ପୂର୍ବତନ ସାଂସଦ ତଥା କ୍ୟାବିନେଟ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ। ପାକିସ୍ତାନର ଐତିହାସିକ କରତାରପୁର କରିଡର ରେ ଯୋଗଦେବାକ ପାକିସ୍ତାନ ଯିବେ ସିନ୍ଧୁ । ପାକିସ୍ତାନ ସରକାର ପଞ୍ଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ ଦେଇଛି। ଏଥିପାଇଁ ବୈଦେଶିକ ଚିଠି ଲେଖିଛନ୍ତି ସିନ୍ଧୁ ।

Leave A Reply

Your email address will not be published.