ଜିଓର ଧମାକାଦାର ଅଫର ୫୦ ଟଙ୍କା ପର୍ଯ୍ୟନ୍ତ ମିଳିବ ରିହାତି

0

ସମୟ ଲାଇଭ,୧/୧୧: ରିଲାଏନ୍ସ ଜିଓ ତାର ଦୁଇଟି ରିଚାର୍ଜ ଉପରେ ଦମଦାର ଅଫର ଘୋଷଣା କରିଛି।ଯେଉଁଥିରେ ୫୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ ଜିଓ ପ୍ରକାଶ କରିଛି। ଗତ ନଭେମ୍ବର ୧ ତାରିଖରୁ ଏହି ଅଫର ଲାଗୁ କରିଛି ଜିଓ। ଏଥିପାଇଁ ଜିଓ ଗ୍ରାହାକଙ୍କୁ ପେଟିଏମ୍‍ ମାଧ୍ୟମରେ ରିଚାର୍ଜ କରିବାକୁ ହେବ। ଜିଓ ତାର ବ୍ୟବହାରକାରୀଙ୍କୁ ୪୪୪ଟଙ୍କା ଓ ୫୫୫ଟଙ୍କା ଥିବା ପ୍ରିପେଡ ପ୍ଳାନରେ ଛାଡର ଘୋଷଣା କରିଛି। ଏହି ଦୁଇ ପ୍ଳାନ  ପେଟିଏମ୍ ଅଫର ଜରିଆରେ ୪୦ ଓ ୫୦ ଟଙ୍କା ପର୍ୟ୍ୟନ୍ତ ଛାଡ ଦିଆଯାଇଛି। ୪୪୪ ଟଙ୍କାର ପ୍ରିପେଡ ପ୍ଲାନ୍ ଉପରେ ଛାଡ ପାଇବା ପାଇଁ ୪୪ ପ୍ରମୋକୋଡର ବ୍ୟବହାର କରିବା ଉପରେ ୪୪ ଟଙ୍କା ଓ ୫୫୫ଟଙ୍କାର ପ୍ରିପେଡ  ପ୍ଳାନରେ ୫୦ ପ୍ରୋମୋକୋଡ ବ୍ୟବହାର କରି ୫୦ଟଙ୍କାର ରିହାତି ମିଳିବ।

Leave A Reply

Your email address will not be published.