ରାଜ୍ୟକୁ ନାହିଁ ଲଘୁଚାପ ବର୍ଷାର ଭୟ !

0

ସମୟ ଲାଇଭ,୧/୧୧:  ମୈାସୁମୀ ଫେରିଯାଇଛି ହେଲେ ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଆସନ୍ତା ନଭେମ୍ବର ୫ କିମ୍ବା ୬ ତାରିଖ ସୁଧା ରାଜ୍ୟରେ ଆଉ ଏକ ଲଘୁଚାପ ଆସିବାର ଯେଉଁ ସମ୍ଭାବନା ଥିଲା ତାର ଆଶଙ୍କା କମ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ତରଫର ସ୍ପଷ୍ଟ କାରାଯାଇଛି। ତେବେ ୮ ତାରିଖ ବେଳକୁ ରାଜ୍ୟର କିଛି ଜାଗାରେ ବର୍ଷା ହେବ ବୋଲି ଡ୍ୟୁଟି ଅଫିସର ଏଲ୍. ଡି. ମହାପାତ୍ର କହିଛନ୍ତି।

Leave A Reply

Your email address will not be published.