Browsing Tag

offbeat news

ଗୋବର ଦିଅ ସିଲିଣ୍ଡର ନିଅ

ବିହାର: ସେପ୍‌ଟେମ୍ବର ୭: ସାଧାରଣତ ଘରେ ସ୍ତ୍ରୀ ଲୋକମାନେ ରୋଷେଇ କରିଥାଆନ୍ତି । ଗାଁ ଗହଳିରେ ପୂରା ପରିବାର ପାଇଁ ଚୁଲିରେ ରୋଷେଇ କରିବା ଏକ କଠିନ କାମ । ଚୁଲିରୁ ନିର୍ଗତ ଧୂଆଁରୁ ସେମାନଙ୍କୁ ବିଭିନ୍ନ ରୋଗ ହେବାର ଆଶଙ୍କା…

ନିଆରା ରୂପରେ କାଗଜ ବ୍ୟାଗ

କର୍ଣ୍ଣାଟକ: ସେପ୍‌ଟେମ୍ବର ୭: ପ୍ଲାଷ୍ଟିକ୍‌ ବର୍ଜନ ଅଭିଯାନ ସମସ୍ତ ଦେଶରେ ଚାଲିଛି । ଲୋକମାନେ ପ୍ଲାଷ୍ଟିକ୍‌ ବଦଳରେ ଇକୋଫ୍ରେଣ୍ଡଲି ବ୍ୟାଗ୍‌ ବ୍ୟବହାର କରୁଛନ୍ତି । ହେଲେ ଏହି ବ୍ୟାଗଗୁଡିକ ମାଛ, କ୍ଷୀର ପ୍ୟାକେଟ୍‌…

ଦରକାରୀ ଲୋକଙ୍କ ସାହାରା

ଆମେରିକା: ସେପ୍‌ଟେମ୍ବର ୭: ଦୁନିଆରେ ଅନେକ ପରୋପକାରୀ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ଉପାୟ କରିଥାଆନ୍ତି । ସେହିଭଳି ଜଣେ ବ୍ୟକ୍ତି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ।…

ପିଙ୍କ ଡଲିଫିନ୍‌ !

ଭୁବନେଶ୍ୱର:ସେପ୍‌ଟେମ୍ବର ୬: ସୋସିଆଲ ମିଡିଆରେ ଅନେକ ଘଟଣା ଭାଇରାଲ ହୋଇଥାଏ । ଘଟଣାଗୁଡିକ ବେଶ୍‌ ଆଶ୍ଚର୍ଯ୍ୟକର ହୋଇଥାଏ । ସେହିଭଳି ଏକ ଭିଡିଓ ଆଜିକାଲି ବେଶ୍‌ ଭାଇରାଲ ହେଉଛି । ଭିଡିଓଟି ଏକ ଡଲ୍‌ଫିନ୍‌ର । ସାଧାରଣତ…

ଆଳୁ ଖାଇବାକୁ ୪୫ ହଜାର ଦରମା !

ୟୁକେ: ସେପ୍‌ଟେମ୍ବର ୬: ଶୀର୍ଷକଟି ଆପଣଙ୍କୁ ଦ୍ୱନ୍ଦରେ ପକାଉଥିବ । କଥାଟି ଅବିଶ୍ୱାସ ମଧ୍ୟ ଲାଗୁଥିବ । ହେଲେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଏକ ରୋସ୍ତୋରାଁ ଆଳୁ…

ଖାଦ୍ୟ ଜଣାଇବ ବ୍ୟକ୍ତିତ୍ୱ

ମିଠାପସନ୍ଦ କରୁଥିବା ବ୍ୟକ୍ତି-ଏମାନେ ସର୍ବଦା ଶାନ୍ତ ଏବଂ ଦୟାଳୁ ହୋଇଥାଆନ୍ତି । ଖୁସି ରୁହନ୍ତି ଏବଂ ଖୁସି ବାଣ୍ଟିବାକୁ ମଧ୍ୟ ପସନ୍ଦ କରନ୍ତି । ସରଳ ସ୍ୱଭାବଯୁକ୍ତ ହେତୁ ଅନ୍ୟମାନେ ଏହାର ଫାଇଦା ଉଠେଇବା ପାଇଁ ଚେଷ୍ଟା…

ଅସମୟର ସାଥୀ

ଦିଲ୍ଲୀ: ସେପ୍‌ଟେମ୍ବର ୩: ସମାଜ ସେବା କରିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାଆନ୍ତି । ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ସେହିଭଳି ଏକ ଘଟଣା ଆଜିକାଲି ଲୋକଙ୍କ ହୃଦୟ ଜିତିଛି ।…

ସୁଇମିଂପୁଲ୍‌ରେ ଗାଧୋଇଲେ ଦଣ୍ଡ

ଦିଲ୍ଲୀ: ସେପ୍‌ଟେମ୍ବ ୧: ଯେଉଁମାନଙ୍କୁ ପହଁରା ଜାଣିଥାନ୍ତି ସେମମାନଙ୍କୁ ସୁଇମିଂପୁଲ୍‌ ବହୁତ ପସନ୍ଦ ଆସିଥାଏ । ସାଧାରଣତଃ ସମସ୍ତେ ସୁଇମିଂ ପୁଲ୍‌ ଫ୍ରେଶ ହେବା ପାଇଁ ଯାଇଥାଆନ୍ତି । ହେଲେ ଏଭଳି ମଧ୍ୟ ସୁଇମିଂପୁଲ୍‌ ଅଛି…

୮୬ ବର୍ଷରେ କାର୍‌ ରେସ୍‌ କରୁଛନ୍ତି ଟୋନି

ସାଧାରଣତଃ ୮୬ ବର୍ଷରେ ଜଣେ ବୃଦ୍ଧ ଘରେ ଆରାମ କରିଥାନ୍ତି । ଏହି ବୟସରେ ଜଣେ ନିଜ ନିଜର କାର୍ଯ୍ୟ କରିବାରେ ସକ୍ଷମ ହୁଅନ୍ତି ନାହିଁ । ହେଲେ ଆମେରିକାର ୮୬ ବର୍ଷୀୟ ଟୋନି ଡାଣ୍ଡେଓ ଏଭଳି ଏକ ରେର୍କଡ କରିଛନ୍ତି ଯାହା…

ହୋମମେଡ୍‌ ରୋବୋ ‘ଡେଲଫା ରୋବଟ୍‌’

ଦିଲ୍ଲୀ:ଅଗଷ୍ଟ ୨୪: ଆଜିକାଲି ସବୁ କ୍ଷେତ୍ରରେ ରୋବଟ୍‌ କାମ କରୁଛି । ରେସ୍ତୋରାଁରେ ଖାଇବା ପରଷିବା ହେଉ କିମ୍ବା ପିଲାଙ୍କୁ ପାଠ ପଢାଇବା ସବୁ କ୍ଷେତ୍ରରେ ରୋବୋ କାମ କରୁଛି । ମଣିଷଙ୍କ କାମକୁ ଆହୁରି ସରଳ କରିବାରେ ଏହାର…