Browsing Tag

odia article

ଭାରତୀୟ ପରମ୍ପରାରେ ଦୀପାବଳି

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ । ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି । ତନ୍ମଧ୍ୟରୁ ଦୀପାବଳି ଉତ୍ସବର ମହତ୍ତ୍ୱ ସର୍ବୋଚ୍ଚ ଓ ପ୍ରଧାନ । କାଶ୍ମିରଠାରୁ…

କଟକର ଷ୍ଟ୍ରିଟ୍‌ ଫୁଡ୍‌

ସବୁ ବର୍ଗର ଲୋକଙ୍କ ପାଇଁ ପସରା ମେଲାଇ ଦେଇଥାଏ କଟକ ସହର । ଅନ୍ୟ ସହର ପରି ତାରତମ୍ୟ ନଥାଏ, ଥାଏ ତ କେବଳ ଭାଇଚାରା । ସହର ଭିତରକୁ ପଶିଆସିଲେ ମିଳିଥାଏ କଟକିଆର ପରିଚୟ । ଆଉ ଏସବୁକୁ ବାନ୍ଧି ଧରିଥାଏ କଟକର ଷ୍ଟ୍ରିଟ୍‌ଫୁଡ୍‌…

ସତ୍‌ସଙ୍ଗର ପ୍ରଭାବ

ସ୍ୱୟଂ ନିରାକାର ଆଜି ନରରୂପରେ ସଂସାରରେ ଅବତୀର୍ଣ୍ଣ । ସେ ଏହି ଧରାପୃଷ୍ଠକୁ ଆସିଛନ୍ତି ମନୁଷ୍ୟକୁ ମାୟା ରୂପକ ମରୀଚିକାରୁ ରକ୍ଷା କରିବା ନିମନ୍ତେ ଯେଉଁ ମାୟା ମନୁଷ୍ୟର ଦୃଷ୍ଟି ଏବଂ ବୁଦ୍ଧିକୁ କୁପଥଗାମୀ କରାଇଛି । ସଂଯମୀ…

ଓଡିଆ ପରମ୍ପରାରେ ପବିତ୍ର ମହାଳୟା

ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନ ହେଉଛି ପିତୃପକ୍ଷ ଦିବସ ତଥା ପିତୃପୁରୁଷଙ୍କୁ ପଣ୍ଡିଦାନର ପର୍ବ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ…

ପଶ୍ଚିମାଞ୍ଚଳରେ ନୂଆଁଖାଇର ନୂଆଁରୂପ

ପଶ୍ଚିମ ଓଡିଶାର ମହାନ କୃଷିଭିତ୍ତିକ ପର୍ବ ‘ନୂଆଁଖାଇ’ । ଏହି ପର୍ବ ସାଧାରଣତଃ ପରସ୍ପର ମଧ୍ୟରେ ସ୍ନେହଭାବ, ମୈତ୍ରୀ ଓ ସଦଭାବ କୁ ଉଜାଗର କରିଥାଏ । ଓଡିଶାର କୃଷକ ବହୁତ କଷ୍ଟକରି ମୁଣ୍ଡଝାଲ ତୁଣ୍ଡରେ ମାରି ନଜି ଜମିରୁ ଶସ୍ୟ…

ସୁନାପୁଅ ପ୍ରମୋଦ

ଟୋକିଓ ପାରାଲିମ୍ପିକ୍ସରେ ପଦାର୍ପଣ କରି,ସ୍ୱର୍ଣ୍ଣ ପଦକ ଜିତି, ଦେଶ ତଥା ରାଜ୍ୟ ପାଇଁ ଇତିହାସ ରଚିଛନ୍ତି ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ । ସାରା ଦେଶ ଆଜି ତାଙ୍କ ସ୍ୱର୍ଣ୍ଣିମ ସଫଳତାରେ ମସଗୁଲ । ଜନ୍ମମାଟି…

ବିଲୁପ୍ତର ଦ୍ୱାରଦେଶରେ ଶାଗୁଣା

ଦେଖିବାକୁ ଅସୁନ୍ଦର ବୋଲି ଶାଗୁଣାକୁ ଅନେକ ନାପସନ୍ଦ କରନ୍ତି ସତ, କିନ୍ତୁ ତା’ର ଅନ୍ୟ ନାମ ହେଲା ପ୍ରକୃତିର ମେହେନ୍ତର । ସେମାନେ ଗାଁ ଓ ସହରରେ ମୃତୁ୍ୟବରଣ କରୁଥିବା ଗୃହପାଳିତ ଓ ବୁଲା ପଶୁମାନଙ୍କର ପଚା ମାଂସକୁ ଖାଇ ସଫା…

ଗୁରୁ ଦିବସ

ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ । ଭାରତୀୟ ପରମ୍ପରା ରେ ’ଗୁରୁ’ ଏକ ପବିତ୍ର ଶବ୍ଦଛ ଗୁରୁ.....ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକର…

ଗଣେଶଂ ରଣେଶଂ ଗୁଣେଶଂ ଭଜାମଃ

ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ, ମଧ୍ୟାହ୍ନ କାଳ, ସୋମବାର ଓ ସ୍ୱାତୀ ନକ୍ଷତ୍ର ଯୋଗରେ ତୁଳା ରାଶିରେ, ମହାମହିମାମୟ କୁନ୍ଦଧବଳ, ତ୍ରିନୟନ ଶ୍ରୀଗଣେଶ ହରପାର୍ବତୀଙ୍କ ପୁତ୍ର, ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ଦେବତା…