Browsing Tag

interesting news

ଅନ୍ତରୀକ୍ଷରେ ୱାର୍କଆଉଟ୍‌

ଆଜିକାଲି ଇଣ୍ଟରନେଟ୍‌ରେ ଜଣେ ମହାକାଶଚାରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେଶନରେ ୱାର୍କଆଉଟ୍‌ କରୁଥିବା ନଜର ଆସୁଛନ୍ତି । ଏହି ଅନ୍ତରୀକ୍ଷଯାତ୍ରୀଙ୍କ ନାମ ହେଉଛି-ଥୋମାସ୍‌…

୧୯ ଲକ୍ଷରେ ନିଲାମ ହେଲା ଲଡ଼ୁ

ହାଇଦ୍ରାବାଦ: ସେପ୍‌ଟମ୍ବର ୨୧: ହାଇଦ୍ରାବାଦରେ ଗଣେଶ ପୂଜା ଉତ୍ସବକୁ ବେଶ୍‌ ଧୁମଧାମରେ ପାଳନ କରାଯାଇଥାଏ । ଏହି କ୍ରମରେ ଭଗବାନ ଗଣେଶଙ୍କ ଏକ ପୂଜା ମଣ୍ଡପରେ ଥିବା ଏକ ଲଡୁକୁ ୧୮.୯୦ ଲକ୍ଷ ଟଙ୍କାରେ ନିଲାମ କରାଯାଇଛି ।…

ନେହାଙ୍କ ‘କାଣ୍ଟା ଲଗା’ ଗୀତ

ମୁମ୍ବାଇ: ସେପ୍‌ଟେମ୍ବର ୧୦: ନିକଟରେ ଗାୟିକା ନେହା କMରଙ୍କ ଗୀତ ‘କାଣ୍ଟ ଲଗା’ ମୁକ୍ତିଲାଭ କରିଛି । ଏହି ଗୀତରେ ତାଙ୍କ ସହିତ ୟୋ ୟୋ ହନି ସିଂହ ଏବଂ ନେହାଙ୍କ ଭାଇ ଟୋନୀ କMର ମିଳିତ ଭାବେ ମିଶି ଗୀତ ଗାଇଛନ୍ତି । ଗୀତଟି…

ଆଳୁ ଖାଇବାକୁ ୪୫ ହଜାର ଦରମା !

ୟୁକେ: ସେପ୍‌ଟେମ୍ବର ୬: ଶୀର୍ଷକଟି ଆପଣଙ୍କୁ ଦ୍ୱନ୍ଦରେ ପକାଉଥିବ । କଥାଟି ଅବିଶ୍ୱାସ ମଧ୍ୟ ଲାଗୁଥିବ । ହେଲେ ସୋସିଆଲ ମିଡିଆରେ ଏହି ପୋଷ୍ଟ ଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ ଏକ ରୋସ୍ତୋରାଁ ଆଳୁ…

ପିମ୍ପୁଡି ନଥିବା ଆଇଲାଣ୍ଡ

ଦିଲ୍ଲୀ: ସେପ୍‌ଟେମ୍ବର ୪: ସାଧାରଣତ ପିମ୍ପୁଡି ପ୍ରାୟ ସବୁ ଜାଗାରେ ଦେଖିବାକୁ ମିଳନ୍ତି । ବିଶ୍ୱରେ ଭିନ୍ନ ପିମ୍ପୁଡି ରହିଛନ୍ତି । ଏକ ରିପୋର୍ଟ ଅନୁସାରେ, ୧୨ ହଜାରରୁ ଅଧିକ ପ୍ରଜାତିର ପିମ୍ପୁଡି ପୃଥିବୀରେ ଅଛନ୍ତି ।…

୭୯ ହଜାର ଟଙ୍କାରେ ମହାକାଶ ଯାତ୍ରା

ଦିଲ୍ଲୀ: ସେପ୍‌ଟେମ୍ବର ୩ : ଯଦି ଆପଣ ମହାକାଶ ଯାତ୍ରା କରିବାକୁ ଚାହୁଁଛନ୍ତି, ତେବେ ଆଉ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି । କେବଳ ୭୯ ହଜାର ଟଙ୍କାରେ ଆପଣ ମହାକାଶ ଯାତ୍ରା କରିପାରିବେ । ଏହି ସୁବିଧା କାନାଡାର…

ପ୍ରେରଣାଦାୟୀ ଆକାଂକ୍ଷା

ଦିଲ୍ଲୀ: ସେପ୍‌ଟେମ୍ବର ୨: ଆଜିକାଲି ମହିଳାମାନେ ଅନେକ ଏଭଳି କାର୍ଯ୍ୟ କରୁଛନ୍ତି, ଯାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ପାଲଟୁଛି । ସେହିଭଳି ଜଣେ ଯୁବତୀ ହେଲେ ଆକାଂକ୍ଷା କୁମାରୀ । ଯିଏ ପାଲଟିଛନ୍ତି ପ୍ରଥମ ମହିଳା…

ଆଦିବାସୀଙ୍କ ଭଗବାନ ଇନ୍ଦିରା ଗାନ୍ଧୀ

ଦିଲ୍ଲୀ: ସେପ୍‌ଟେମ୍ବର୧: ଭାରତୀୟ କଂଗ୍ରେସ ଦଳର ମହାନେତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମାଜସେବା ଓ ଲୋକଙ୍କ ପ୍ରତି ଥିବା ଅନାବିଳ ପ୍ରେମ ପାଇଁ ସେ ଆଜି ବହୁ ଲୋକଙ୍କ ହୃଦୟରେ ପୂଜିତ ହୋଉଛନ୍ତି । ମଧ୍ୟପ୍ରଦେଶ ସ୍ଥିତ ଖରଗୋନ…

ଅଫିସର୍‌ଙ୍କ ପରିବା ବିକା !

ଦିଲ୍ଲୀ: ଅଗଷ୍ଟ ୩୧: ସୋସିଆଲ ମିଡିଆରେ ସବୁବେଳେ ଅନେକ ଘଟଣା ଭାଇରାଲ ହୋଇଥାଏ । ସେହିଭଳି ଆଜିକାଲି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋଟିରେ ଜଣେ ଆଇଏସ୍‌ ଅଫିସର ପରିବା ବିକୁଛନ୍ତି । ଫଟୋଟି…

ମୂଷା ଗାତରେ ମଣିଷ

ଦିଲ୍ଲୀ: ଅଗଷ୍ଟ ୨୭: ଇରାନ୍‌ରେ ‘କନ୍ଦୋବନ’ ଗାଁରେ ରହିଛି ଏହି ଅଜବ ଗ୍ରାମ । ଯେଉଁଠି ଘରର ଡିଜାଇନ୍‌ ମୂଷା ଗାତ ପରି । ଅନେକ ବର୍ଷଧରି ଲୋକମାନେ ଏଠାରେ ଏଭଳି ଘରେ ରହୁଛନ୍ତି, ଯାହା ଦେଖିବାକୁ ଅବିକଳ ମୂଷା ଗାତଭଳି । ଏହି…