Browsing Category

ରାଜନୀତି

ନାଗରିକତା ସଂଶୋଧନ ବିଲ୍ ଆଗତ, ସପକ୍ଷରେ ୨୯୩ ଭୋଟ

 ସମୟ ଲାଇଭ୍‍,୯/୧୨:  ଆଜି ଲୋକସଭାରେ ନାଗରିକତା ସଂଶୋଧନ ବିଲ୍ ଆଗତ ହୋଇଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଆଗତ କରିଥିଲେ । ନାଗରିକତା ସଂଶୋଧନ ବିଲ ଉପସ୍ଥାପନ ହେବା ନେଇ ସଂସଦରେ ଭୋଟିଂ ହୋଇଥିଲା । ବିଲ…

୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନୂଆ ପଦକ୍ଷେପ

ସମୟ ଲାଇଭ୍‍,୭/୧୨: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ଟିମର ପରିଦର୍ଶନ କରିବା ପରେ ୬ଟି ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି । ୬ଟି ଜିଲ୍ଲା ଯଥା ସମ୍ବଲପୁର,…

ଗଜପତି ଏସପି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଲେ ପାରଳା ବିଧାୟକ

ସମୟ ଲାଇଭ, ଶାସକ ବିଜେଡି ଦଳର ଚାପରେ ବିଜେପି କର୍ମୀଙ୍କୁ ଗଜପତି ପୋଲିସ ଅନ୍ୟାୟରେ ଗିରଫ କରିଛନ୍ତି ବୋଲି ଗଜପତି ଜିଲ୍ଲା ବିଜେପି ପକ୍ଷରୁ ଅଭିଯୋଗ କରାଯାଉଛି । ଏହାର ପ୍ରତିବାଦରେ ଗୁରୁବାର ଗଜପତି ଏସପି ଅଫିସ ସମ୍ମୁଖରେ…

ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲା, ତେଜୁଛି ରାଜନୀତି

ସମୟ ଲାଇଭ୍‍,୪/୧୨: ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଟମାଟୋ ମାଡ଼ କରିଛନ୍ତି ଯୁବ କଂଗ୍ରେସ। ପୁରୀ ଗଣଦୁଷ୍କର୍ମ ମାମଲାର ପ୍ରତିବାଦରେ ଯୁବ କଂଗ୍ରେସର କିଛି କର୍ମୀ ଏପରି କରିଥିବା ସୂଚନା…

ପିଆଜ କିଲୋ ୪୦ ଟଙ୍କା !

ସମୟ ଲାଇଭ୍‍,୨/୧୧: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‍ଠାରେ ପିଆଜ କିଲୋ ପିଛା ୪୦ ଟଙ୍କାରେ ବିକ୍ରି ହୋଇଛଇ। ତେବେ କୌଣସି ଚାଷୀ କିମ୍ବା ବ୍ୟବସାୟୀ ନୁହଁନ୍ତି ବରଂ କଂଗ୍ରେସ ପକ୍ଷରୁ ଏହି ପିଆଜ ବିକ୍ରି କରାଯାଇଛି। ଲଗାତାର…

ଉଦ୍ଧବ ପାସ୍‍ କଲେ ଅଗ୍ନି ପରୀକ୍ଷା, ବିପକ୍ଷଙ୍କ ଗୃହ ତ୍ୟାଗ

ସମୟ ଲାଇଭ୍‍,୩୦/୧୧: ମହାରାଷ୍ଟ୍ରରେ ସରକାର ଗଠନ ପରେ ଫ୍ଲୋର ଟେଷ୍ଟ ପାସ୍‍ କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ବିଧାନସଭାରେ ପହଞ୍ଚି ଉଦ୍ଧବ ପ୍ରଥମେ ଶିବାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ତେବେ…

ପିତା ନବ ଦାସ ଙ୍କ ପ୍ରତିନିଧି ରୂପରେ କାମ କରିବେ ଝିଅ ଦୀପାଳି

ସମୟ ଲାଇଭ୍‍, ୨୯/୧୧: ଗତ କିଛି ଦିନ ହେବ ଝାରସୁଗୁଡାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଙ୍କ ଝିଅ ଦୀପାଳି ଦାସ କୁ ରାଜନୀତି ରେ ପ୍ରବେଶ କୁ ନେଇ  ଚର୍ଚ୍ଚା ଜୋରଦାର ଚାଲୁଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦୀପାଳି…

ପୁଣି ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଅଜିତ୍‍

ସମୟ ଲାଇଭ୍‍,୨୮/୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ମୁଖ୍ୟମନ୍ତ୍ରୀଭାବେ ଉଦ୍ଧବ ଠାକରେଙ୍କୁ ଚୟନ କରାଯାଇଥିବାବେଳେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶୂନ୍ୟସ୍ଥାନ ସୃଷ୍ଟି…

ଜାତି ଗଲା ପେଟ ପୂରିଲା ନାହିଁ, ଅଜିତଙ୍କ ପରେ ଇସ୍ତଫା ଦେଲେ ଫଡ଼ନବିସ୍‍

ସମୟ ଲାଇଭ,୨୬/୧୧: ମହାରାଷ୍ଟ୍ରର ମହାନାଟକରେ ଏକ ବଡ଼ ଓଲପାଲଟ ହୋଇଛି। ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‍ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି। ପରେ ପରେ ମୁଖ୍ୟମନ୍ତ୍ରୀ…

ମହରାଷ୍ଟ୍ର ମହାନାଟକରେ ବଡ଼ ଟ୍ୱିଷ୍ଟ, ଇସ୍ତଫା ଦେଲେ ଉପମୁଖ୍ୟମନ୍ତ୍ରୀ

ସମୟ ଲାଇଭ,୨୬/୧୧: ମହାରାଷ୍ଟ୍ରର ମହାନାଟକରେ ଏକ ବଡ଼ ଓଲପାଲଟ ହୋଇଛି। ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‍ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି। ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା…