Browsing Category

ଜୀବନଚର୍ଯ୍ୟା

ଓଜନ କମାଇବାକୁ ଚାହୁଁ ଥିଲେ, ଏକୁଟିଆ ଖାଆନ୍ତୁ

ସମୟ ବ୍ୟୁରୋ: ଆଜିର ଏ ଅଧୁନିକ ଯୁଗରେ ଓଜନ କମାଇବା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ଏକ ଚ୍ୟାଲେଞ୍ଜ ସଦୃଶ । କମ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଗ୍ରହଣରୁ ବିରତ ହେବା ଆଜିକା ଦିନରେ ଅତ୍ୟନ୍ତ…

ଭିନ୍ନକ୍ଷମ ଦମ୍ପତିଙ୍କୁ ପ୍ରଫୁଲ୍ଲ ପ୍ରୋତ୍ସାହନ

ପୁରୀ :  ଜଣେ ଭିନ୍ନକ୍ଷମଙ୍କୁ ଜଣେ ସକ୍ଷମ ବ୍ୟକ୍ତି ବିବାହ କଲେ  ପ୍ରଫୁଲ୍ଲ ଯୋଜନାରେ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ଏହି ରାଶି ପାଇବାକୁ ଇଛା କରୁଥିବା ବିବାହିତ ଯୋଡିମାନେ ପୁରୀ ଜିଲା…

ବିନା ଡ୍ରେସ କୋଡରେ ଶିବ ଲିଙ୍ଗ ଛୁଇଁବା ମନା ହେବ

ବାରଣାସୀ: ଏଣିକି ପୁରୁଷ ଧୋତି ଗାମୁଛା ଓ ମହିଳା ଶାଢ଼ୀ ପିନ୍ଧି ନ ଆସିଲେ ଆଉ ଶିବ ଲିଙ୍ଗକୁ ସ୍ପର୍ଶ କରି ପାରିବେ ନାହିଁ । ଏମିତି କିଛି ନୂଆ ନିୟମ ଆଣିବାକୁ ଚିନ୍ତା କରୁଛି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର…

ପୁରୁଣା ସ୍ୱେଟରକୁ ଦିଅନ୍ତୁ ନୂଆ ଲୁକ୍‍…

ସମୟ ଲାଇଭ୍‍୧୯/୧୨: ଆପଣଙ୍କ ସ୍ୱେଟର ପୁରୁଣା ହୋଇଯାଉଛି। ତେବେ ଆପଣ ଆପଣଙ୍କ ପୁରୁଣା ସ୍ୱେଟରକୁ ନୂଆ ଲୁକ୍‍ ଦେବା ପାଇଁ ଆପଣାନ୍ତୁ ଏହି ଉପାୟ। ଏହା ଆପଣଙ୍କୁ ପୁରୁରା ସ୍ୱେଟରକୁ କାମରେ ଲଗାଇବା ସହ ଆପଣଙ୍କୁ ଟ୍ରେଣ୍ଡି…

ଶୁଷ୍କ ତ୍ଵଚାରୁ ରକ୍ଷା ପାଇବା ପାଇଁ ଲଗାନ୍ତୁ ଫ୍ରୁଟ ପ୍ୟାକ

ଶୀତଦିନେ ଶୁଷ୍କ ତ୍ଵଚା ଆପଣଙ୍କ ସୌନ୍ଦର୍ଯ୍ୟ କମ କରିଥାଏ | ତେଣୁ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଏକ ସରଳ ଉପାୟ ଆପଣେଇ ପାରିବେ | ଏହି ଉପାୟ ଆପଣଙ୍କୁ ତ୍ୱଚାର ଶୁଷ୍କତା ଦୂର କରିବା ସହ ଆପଣଙ୍କ ତ୍ୱଚାକୁ…

ଆପଣଙ୍କ ଜୀବନରେ ସାଥୀଟିଏ ନଥିବାର କାରଣ ଜାଣିଛନ୍ତି କି?

ସମୟ ଲାଇଭ୍‍,୧୫/୧୨: ଜୀବନରେ ସୁଖଦଃୁଖ ବାଣ୍ଟିବା ପାଇଁ କେହି ନା କେହି ଦରକାର। ସବୁ ଏକଲା ମଣିଷ ଏମିତି ଏକ ସାଥୀର ଅନୁସନ୍ଧାନରେ ରହିଥାନ୍ତି। ଏକାକୀ ଜୀବନ ବିତାଉଥିବା ବ୍ୟକ୍ତି ତାର ଏକୁଟିଆପଣର କାରଣ ଖୋଜିବୁଲିଥାଏ।…

ବିନା ପିଆଜରେ ପ୍ରସ୍ତୁତ କରନ୍ତୁ ସାହି ପନୀର

ସମୟ ଲାଇଭ୍‍,୧୩/୧୨: ଆଜିକାଲି ପିଆଜ ଚଢ଼ା ଦାମରେ ବିକ୍ରି ହେଉଥିବାବେଳେ ବିନା ପିଆଜରେ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରିବାରେ ଗୃହିଣୀମାନଭ୍‍କୁ ଅସୁବିଦା ହେୁଛି। ତେବେ ଜାଣି ରଖନ୍ତୁ ବିନା ପିଆଜରେ କିପରି ସ୍ୱାଦିଷ୍ଟ ସାହି…

ଶାମଳୀ ଝିଅମାନେ ଆପଣାନ୍ତୁ ଏହି ଉପାୟ ଗ୍ଲୋ କରିବ ଚେହେରା…

ସମୟ ଲାଇଭ୍‍,୧୨/୧୨: ଶାମଳୀ ଝିଅମାନେ ନିଜ ତ୍ୱଚାକୁ ନେି ସର୍ବଦା ଚିନ୍ତାରେ ଥାଆନ୍ତି। ତେବେ ଆପଣ ଚିନ୍ତିତ ନହୋଇ ଆପଣାନ୍ତୁ ସରଳ ଉପାୟ। ଏହାଦ୍ୱାରା ଆପଣଙ୍କ ତ୍ୱଚା ଗ୍ଲୋ କରିବାରେ ଲାଗିଥାଏ। ଘରେ ସହଜରେ ଉପଲବ୍ଧ…

ଜରୁରୀ ସମୟରେ ଫୋନ୍‍ ସ୍ୱିଚ୍‍ ଅଫ୍‍ ହୋଇଯାଉଛି କି?

ସମୟ ଲାଇଭ୍‍,୭/୧୨: ଅଧିକାଂଶ ସମୟ ଜରୁରୀ ପରିସ୍ଥିତିରେ ଫୋନ୍‍ ସ୍ୱିଚ୍‍ ଅଫ୍‍ ହୋଇଯାଇଥାଏ। ଏଣୁ ଆମେ ଅନେକ ସମସ୍ୟାରେ ପଡ଼ିବା ସହ ବିରକ୍ତି ପ୍ରକାଶ କରିଥାଉ। ତେବେ ଖୁବ୍‍ ଶୀଘ୍ର କାହିଁକି ଫୋନରୁ ଚାର୍ଜ ସରିଥାଏ ଓ ଏହାର…

ତ୍ୱଚା ପାଇଁ କ୍ଷତିକାରକ ଏହି ମଦ…

ସମୟ ଲାଇଭ୍‍,୬/୧୨:  ଆପଣ ସବୁ ସପ୍ତାହରେ ମଦ୍ୟପାନ କରୁଛନ୍ତି କି ? ଆପଣ ଉତ୍କଣ୍ଠାର ସହ ଶୁକ୍ରବାରକୁ ଅପେକ୍ଷା କରି ରହୁଛନ୍ତି କି ?ଯଦି ହଁ ତେବେ ଆପଣଙ୍କ ପାଇଁ ଏହା ଏକ ଦୁଖ ଖବର ଯେ ଆପଣଙ୍କ ପ୍ରିୟ ମଦ୍ୟ ଆପଣଙ୍କ ତ୍ୱଚାକୁ…