ଆଜି ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୧୦/୧: ସିଏଏ ସଚେତନତା ରାଲି ପାଇଁ ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ଗିରିରାଜ ସିଂ ଶୁକ୍ରବାର ଓଡିଶା ଆସୁଛନ୍ତି। ଶୁକ୍ରବାର ବ୍ରହ୍ମପୁରରେ ହେବାକୁ ଯାଉଥିବା ରାଲିରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଯୋଗ ଦେବେ। ସେହିପରି ୧୧ ତାରିଖରେ ସମ୍ବଲପୁରରେ ହେବାକୁ ଯାଉଥିବା ରାଲିରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Govt

Comments are closed.