ଆଜିଠୁ ଉପକୂଳ ଓଡ଼ିଶାରେ ବୋହିବ ପବନ: ଏସଆରସି

ସମୟ ଲାଇଭ,୮/୧୧: ବାତ୍ୟା ବୁଲବୁଲର ଗତିପଥ ବଦଳିଯାଇଛି। ବାତ୍ୟା ବୁଲବୁଲ ଏବେ ବାଂଲାଦେଶ ମୁହାଁ ହୋଇଛି। କିନ୍ତୁ ଏହା ପ୍ରଭାବରେ ଓଡ଼ିଶାରେ ପ୍ରବଳ ପର୍ଷା ହେବାର ପୂର୍ବାନୂମାନ କରିଥିଲା ପାଣିପାଗ। ପାରାଦୀପଠାରୁ ପ୍ରାୟ ୩୫୦…

ରାଜକୋଟରେ ରୋହିତ ରାଜ,ଦିତୀୟ ଟି-୨୦ରେ ଭାରତର ଦମଦାର ବିଜୟ

ସମୟଲାଇଭ,୮/୧୧: ଭାରତ ବାଙ୍ଗଲାଦେଶ ମଧ୍ୟରେ ଚାଲିଥିବା ଦିତୀୟ ଟି-୨୦ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି ୲ ଆଜିର ମ୍ୟାଚରେ ଭାରତ ଟସ ଜିତି ଫିଲ୍ଡିଂ ନିଷ୍ପତି ନେଇଥିଲା ୲ ଅତି ସତର୍କତାର ସହ ବୋଲିଂ କରି ବଙ୍ଗଳାଦେଶକୁ…

ଏଣିକି ଆଇପିଏଲ ମ୍ୟାଚ ପୂର୍ବରୁ ଗାନ ହେବ ଜାତୀୟ ସଂଙ୍ଗୀତ

ସମୟ ଲାଇଭ,୭/୧୧: ଚଳିତ ବର୍ଷ ଆଇପିଏଲ ଖେଳ ପଇଁ ଆରମ୍ଭ ହୋଇଗଲାଣୀ ପ୍ରସ୍ତୁତି। ତେବେ ୨୦୨୦ ଆଇପିଏଲରେ ଏକାଧିକ ପରିବର୍ତ୍ତନ ପାଇଁ ବିସିସିଆଇ ଯୋଜନା କରିଛି। ଏହିକ୍ରମରେ ପ୍ରତି ମ୍ୟାଚ୍‌ ପୂର୍ବରୁ ଭାରତର ଜାତୀୟ ସଂଗୀତ ଗାନ…

ଚାଇନାରେ ଆରମ୍ଭ ହେଲା ୫- ଜି ଇଣ୍ଟରନେଟ୍‌

ସମୟ ଲାଇଭ,୭/୧୧: ପ୍ରଯୁକ୍ତିବିଦ୍ୟାକ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଡୋଶୀ ଚାଇନାରେ ଆରମ୍ଭ ହୋଇଛି ୫-ଜି ଟେଲିକମ ସେବା। ଗତବର୍ଷ ଚାଇନାରେ ୫-ଜି ସେବା ଆରମ୍ଭ ହୋଇଥିଲେ ହେଁ ଏହାକୁ ବନ୍ଦ କରିଦେଇଥିଲେ…

ପୁରୀ ଆଜମେରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ

ସମୟ ଲାଇଭ,୭/୧୧: ଅନୁଗୁଳ ଜିଲ୍ଲା ହଣ୍ଡପା ଷ୍ଟେସନ ନିକଟରେ ଆଜି ଅପରାହ୍ନ ସମୟରେ ହଟାତ ପୁରୀ ଆଜମେରୀ ଏକ୍ସପ୍ରେସ ଇଞ୍ଜିନରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ରେଳ ବିଭାଗର ବରିଷ୍ଠ…

ବୁଲବୁଲ ପାଇଁ ରାଜ୍ୟରେ ୩ ଜିଲ୍ଲାରେ ୨ଦିନ ବନ୍ଦ ରହିବ ସବୁ ସ୍କୁଲ କଲେଜ

ସମୟ ଲାଇଭ,୭/୧୧:ଦକ୍ଷୀଣ ପଶ୍ଚିମ ବଙ୍ଗପୋସାଗରରେ ଘନିଭୂତ ହେଉଥିବା ଲଘୁଚାପ ବୁଲବୁଲ ଓଡ଼ିଶାରେ ଲ୍ୟାଣ୍ଡଫଲ ନକରିବା ନେଇ ପାଣିପାଗ ବିଭାଗ ତରଫରୁ ସ୍ପଷ୍ଟ ହୋଇଥିଲେ ମଧ୍ୟ ଏହା ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା…

ପ୍ୟାରିସ ଜଳବାୟୁ ଚୁକ୍ତି ଅପରିବର୍ତ୍ତୀତ

ସମୟ ଲାଇଭ,୭/୧୧:ସମଗ୍ର ବିଶ୍ୱ ବର୍ତ୍ତମାନ ଜଳବାୟୁ ସମସ୍ୟା ଦେଇ ଗତି କରୁଛି ଆଉ ସବୁ ଦେଶ କିପରି ଏହି ସମସ୍ୟାର ସମାଧାନ କରାଯାଇପାରିବ ସେନେଇ ଅନେକ ପଦକ୍ଷପ ବି ନେଇଛନ୍ତି। ଏବେ ପୁଣି ପ୍ୟାରିସ ଜଳବାୟୁ ଚୁକ୍ତି ନେଇ ଉଭୟ ଚୀନ…

ଅନୁମତି ନଦେଲେ ବି ମୁଁ ପାକିସ୍ତାନ ଯିବି : ସିଦ୍ଧୁ

ସମୟ ଲାଇଭ,୭/୧୧:କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପାକିସ୍ତାନର ନିମନ୍ତ୍ରଣ ରଖି ପାକସ୍ତାନ ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆଉ ଏଥିପାଇଁ ସେ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖିଛନ୍ତି। ପାକିସ୍ତାନରେ ଥିବା…