ଚାଇନାରେ ଆରମ୍ଭ ହେଲା ୫- ଜି ଇଣ୍ଟରନେଟ୍‌

0

ସମୟ ଲାଇଭ,୭/୧୧: ପ୍ରଯୁକ୍ତିବିଦ୍ୟାକ୍ଷେତ୍ରରେ ବିଶ୍ୱରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଡୋଶୀ ଚାଇନାରେ ଆରମ୍ଭ ହୋଇଛି ୫-ଜି ଟେଲିକମ ସେବା। ଗତବର୍ଷ ଚାଇନାରେ ୫-ଜି ସେବା ଆରମ୍ଭ ହୋଇଥିଲେ ହେଁ ଏହାକୁ ବନ୍ଦ କରିଦେଇଥିଲେ ଜିନିପିଙ୍ଗ ସରକାର। ତେବେ ଚଳିତ ବର୍ଷ ଚାଇନାର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ମୋବାଇଲ, ଚାଇନା ୟୁନିକମ୍‌ ଏବଂ ଚାଇନା ଟେଲିକମ୍‌ ୫ଜି ସେବା ଆରମ୍ଭ କରିଛନ୍ତି। ୫-ଜି ହେଉଛି ପଞ୍ଚମ ପିଢ଼ି ମୋବାଇଲ ଇଣ୍ଟରନେଟ୍‌ କନେକ୍ଟିଭିଟି। ଏଡା ଅଧିକ ସ୍ପିଡ୍‌ର ଡାଉନ୍‌ଲୋଡ୍‌ ଏବଂ ଅପ୍‌ଲୋଡ୍‌ ସ୍ପିଡ୍‌ ଯୋଗାଇଥାଏ।

Leave A Reply

Your email address will not be published.