ଅନୁମତି ନଦେଲେ ବି ମୁଁ ପାକିସ୍ତାନ ଯିବି : ସିଦ୍ଧୁ

0

ସମୟ ଲାଇଭ,୭/୧୧:କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପାକିସ୍ତାନର ନିମନ୍ତ୍ରଣ ରଖି ପାକସ୍ତାନ ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଆଉ ଏଥିପାଇଁ ସେ ବୈଦେଶିକ ମନ୍ତ୍ରାଳୟକୁ ମଧ୍ୟ ଚିଠି ଲେଖିଛନ୍ତି। ପାକିସ୍ତାନରେ ଥିବା କର୍ତ୍ତାରପୁର ଯିବା ପାଇଁ ଅନୁମତି ଦାବି କରି ସେ ଲଗାତାର ଚିଠି ଲେଖୁଥିବାବେଳେ ଏବେ ଅତି କମ୍‌ରେ ଥରେ ଚିଠିରେ ଉତ୍ତର ଦେବାପାଇଁ କହିଛନ୍ତି ସିଦ୍ଧୁ । ଏହି ଚଠିର ଉତ୍ତର ନଦେଲେ ଅନୁମତି ବିନା ସେ କର୍ତ୍ତାରପୁର ଯିବେ ବୋଲି କହିଛନ୍ତି। ବାରମ୍ବାର ଚିଠି ଲେଖିବା ସତ୍ତେ୍ୱ ବୈଦେଶକି ମନ୍ତ୍ରାଳୟ କିଛି ଉତ୍ତର ନଦେବା ମୋ ସହନଶୀଳତାର ଧର୍ଯ୍ୟ ନେଉଛନ୍ତି ସରକାର। “ସରକାର ଯଦି ମୋର ଏହି ତୃତୀୟ ଚିଠିର ଉତ୍ତର ନଦେବେ ମୁଁ ଅନ୍ୟ ଲକ୍ଷ ଲକ୍ଷ ଶିଖ୍‌ ଶ୍ରଦ୍ଧାଳୁଙ୍କ ଭଳି ଭିସା ସହ କର୍ତ୍ତାରପୁର ଯିବି।

Leave A Reply

Your email address will not be published.