ଭୁବନେଶ୍ୱର: ଜାନୁଆରୀ ୨୯: ପୁଷ୍ପ। ଫିଲ୍ମର କ୍ରେଜ୍ ସବୁଆଡେ ଦେଖିବାକୁ ମିଳିଛି। ଏହାର ଡାଇଲୋଗ ମଧ୍ୟ ଲୋକମାନେ କହୁଥିବାର ନଜରକୁ ଆସିଛି! ତେବେ ଏହି ଟ୍ରେଣ୍ଡରେ ଜନ ସଚେତନତା କରାଇବା ପାଇଁ ଏକ ଅଭିନବ ପ୍ରୟାସ କରିଛି ରାଜ୍ୟ ପରିବହନ ଅଧିକାରୀ ।
ପୁଷ୍ପା ହଉ କି ପୁଷ୍ପରାଜ ! ବିନା
ହେଲମେଟ ଚାଲାଣ ସମସ୍ତଙ୍କ କଟିବ |#Pushpa or #PushpaRaj rule is same for all.Always wear a helmet while riding a bike.Else,not only you will pay fine but also you will endanger your life.@CTOdisha#RoadSafety#RoadSafetyOdisha#DriveSafelyOdisha pic.twitter.com/YXWaJA5uCn
— State Transport Authority, Odisha (@STAOdisha) January 28, 2022
ଲୋକଙ୍କୁ ସଚେତନ କରିବା ପାଇଁ କୁହାଯାଇଛି ଯେ ସେ ପୁଷ୍ପା ହେଉ ବା ପୁଷ୍ପରାଜ୍ ହେଲମେଟ ନ ପିନ୍ଧିଲେ ସମସ୍ତେ ଚାଲାଣ କାଟିବେ। ର।ଜ୍ୟ ପରିବହନ ଅଧିକ।ରୀଙ୍କ ପକ୍ଷରୁ ଟ୍ୱିଟ୍ କର।ଯ।ଇ ଏହ। କୁହ।ଯ।ଇଛି। ଦୁର୍ଘଟଣ। ଓ ଅନ୍ୟ ଅଘଟଣକୁ ଏଡ଼।ଇବ।କୁ ଟ୍ର।ଫିକ୍ ନିୟମକୁ କଡ଼।କଡ଼ି କର।ଯ।ଇଛି। ଅମ।ନିଆଙ୍କୁ ସ।ବ।ଡ଼ କରିବ। ପ।ଇଁ ନିୟମ କଡ଼।କଡ଼ି କର।ଯିବ। ସତ୍ତ୍ୱେ କିଛି ଲୋକ ନିୟମକୁ ଖୋଲ।ଖୋଲି ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି। ତେବେ ସେମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ଏପରି କରାଯାଇଥିବା କୁହାଯ।ଇଛି।

Comments are closed.