Browsing Tag

Odisha

ନିୟମ ପାଳନରେ ହେଳା କଲେ ପୁଣି ଥରେ ଲକ୍କଡାଉନ ଲାଗୁ ହେବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଅଗଷ୍ଟ ୪: ତୃତୀୟ ଲହର ସଂପର୍କରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସତର୍କ କରିସାରିଲେଣି । ବିଶ୍ବର ବିଭିନ୍ନ ସ୍ଥାନରେ ତୃତୀୟ ଲହର ଭୟଙ୍କର ହେବାରେ ଲାଗିଛି। ତେଣୁ ଏପରି ପରିସ୍ଥିତିରେ କୋଭିଡ ନିୟମ ପାଳନରେ କୌଣସି…

ସାମ୍ବାଦିକଙ୍କୁ ମାଡ ଘଟଣା: ଭାରତୀୟ ମାନବଧିକାର ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନା ରେ ବିକ୍ଷୋଭ

କେନ୍ଦ୍ରାପଡ଼ା: ଜୁଲାଇ ୩୧: ଭାରତୀୟ ମାନବଧିକାର ପରିଷଦ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ସାମ୍ବାଦିକଙ୍କୁ ମାଡ ଘଟଣାକୁ କେନ୍ଦ୍ରକରି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । ପରିଷଦର ଜିଲ୍ଲା…

ଦେଶର ପ୍ରଥମ ସହର ଭାବେ ପୁରୀ ରେ ‘ ଡ୍ରିଙ୍କ ଫ୍ରମ ଟ୍ୟାପ’

ପୁରୀ:(ସବ୍ୟୁ): ଜୁଲାଇ ୨୭: ପାଇପ୍ ଯୋଗେ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀସହରବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଛନ୍ତି । ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଆଜି…

ଏସିଏଫ୍ ସୌମ୍ୟ ମୃତ୍ୟୁ ମାମଲା; ପରିବାରକୁ ମିଳିଲା ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର(ନି.ପ୍ର): ଜୁଲାଇ ୨୭: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ନେଇ ବିବାଦ ଲାଗି ରହିଥିବା ବେଳେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସିଛି । ପୋଡି ହୋଇ…

ଉପଲବ୍ଧ ହେଲା ନୀଳାଚଳ ଅବଢା

ପୁରୀ(ସବ୍ୟୁ): ଜୁଲାଇ ୨୫: ରତ୍ନ ସିଂହାସନାରୂଢ ହେବା ପରେ ୨୪ ତାରିଖରୁ ଚତୁର୍ଦ୍ଧାମୂତ୍ତିଙ୍କଠାରେ ଅନ୍ନ ମହାପ୍ରସାଦ ଭୋଗ କରାଯାଇଛି । ବହୁଶ୍ରଦ୍ଧାଳୁ ନୀଳା ଚଳ ଅବଢା ସେବନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ପରମ୍ପରା…

ଅବକାରୀ ଓ ପୁଲିସର ମିଳିତ ଚଢାଉ; ୮ ଗିରଫ

ଭଞ୍ଜନଗର (ସମୟ ପ୍ରତିନିଧି) : ଜୁଲାଇ ୨୫: ଲଗାତର ୨ ଦିନ ଧରି ଭଞ୍ଜନଗର ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ଭଞ୍ଜନଗର ଅଂଚଳର ବିଭିନ୍ନ ସ୍ଥାନରେ ମିଳିତ ଚଢାଉ କରାଯାଇ ୧୮୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବାସହ ୩୬୪୦ ଲିଟର…

ବୌଦ ଜିଲ୍ଲାରୁ ବାଘଛାଲ ଜବତ; ବନ୍ଧୁକ ଓ ଗୁଳି ସହ ଶିକାରୀ ଗିରଫ

ଭୁବନେଶ୍ୱର: ଜୁଲାଇ ୨୧: ରାଜ୍ୟରେ ବେଆଇନ ବନ୍ୟଜନ୍ତୁ ଶିକାର ଚିନ୍ତାର ବିଷୟ ପାଲଟିଛି I ବାଘ ଛାଲ, ହାତୀ ଦାନ୍ତ, ବଜ୍ରକାପ୍ତା କାତି ର ଚାଲାଣ ବୃଦ୍ଧି ପାଇବାରେ ଲାଗିଛି I ଏଭଳି ବେଆଇନ କାରବାର ଉପରେ କ୍ରାଇମ ବ୍ରାଞ୍ଚର…

ACF ସୌମ୍ୟଙ୍କ ମୃତ୍ୟୁ ର ଉପଯୁକ୍ତ ତଦନ୍ତ ପାଇଁ ପୋଲିସ ଡିଜି ଅଭୟ ଙ୍କୁ ଭେଟିଲେ ସୌମ୍ୟ ଙ୍କ ବାପା

କଟକ: ଜୁଲାଇ ୧୯: ପାରଳାଖେମୁଣ୍ଡି ର Assistant Conservator of Forest ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ଆସିବାରେ ଲାଗିଛି I ସୌମ୍ୟ ଙ୍କ ପତ୍ନୀ, ରୋଷେଇଆ ଏବଂ ଗଜପତି ଜିଲ୍ଲାର ଡି ଏଫ ଓ ଙ୍କର…

ଓଡ଼ିଶାରେ ଦିନକରେ ୨୨୧୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦୈନିକ ପଜିଟିଭିଟି ହାର ୨.୮୫ ପ୍ରତିଶତ

ଭୁବନେଶ୍ୱର: ଜୁଲାଇ ୧୮: ରାଜ୍ୟରେ ଗତକାଲି ୨,୧୮୨ ଜଣ କରୋନା ରେ ଆକ୍ରାନ୍ତ ହେଇଥିବା ବେଳେ ଆଜି ୨,୨୧୫ ଜଣ ଚିହ୍ନଟ ହେଇଛନ୍ତି I କ୍ରମାଗତ ଭାବରେ ଦୈନିକ ୨୦୦୦ ରୁ ଉର୍ଦ୍ଧ୍ବ ଲୋକ ସଂକ୍ରମିତ ହେଉଥିବା ନଜର କୁ ଆସୁଛି I ତେବେ…

ଓଡ଼ିଶାରେ ଦୈନିକ ସଂକ୍ରମଣ ହାର କାମୁଛି; ଖୋର୍ଦ୍ଧା ରେ ଦିନକରେ ୪୪୬ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଜୁଲାଇ ୧୬: ଗତ ୨୪ ଘଂଟାରେ ରାଜ୍ୟରେ ୨୦୭୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ସେଥିମଧ୍ୟରୁ, ୧୧୯୫ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୮୭୫ ଟି ଲୋକାଲ କେଶ I ଏଥିସହିତ ଓଡ଼ିଶାରେ କରୋନା ସଂକ୍ରମିତ…