୨୫ ହଜାର ଦାନ୍ତ ଥିବା ପଶୁ

ସମସ୍ତେ ଭାବନ୍ତି ମଣିଷର ସବୁଠାରୁ ଅଧିକ ଦାନ୍ତ ଅର୍ଥାତ ୩୨ଟି ଦାନ୍ତଥାଏ ହେଲେ ଆମ ଜୀବଜଗତରେ ଏଭଳି ଏକ ପଶୁ ରହିଛି ଯାହାର ଦାନ୍ତ ସଂଖ୍ୟା ୨୫ ହଜାର । ଗେଣ୍ଡା ହେଉଛି ଏଭଳି ଏକ ପଶୁ ଯାହାର ଦାନ୍ତ ସଂଖ୍ୟା ହେଉଛି ୨୫ ହଜାର । ଜୀବଜଗତରେ ସବୁଠାରୁ ଅଧିକ ଦାନ୍ତ ଥିବା ପଶୁ ଭାବେ ଗେଣ୍ଡାର ନାଁ ରହିଛି । ଏହାର ପାଟି ଖୁବ ଛୋଟ ହେଲେ ଏଥିରେ ଏହି ସମସ୍ତ ଦାନ୍ତ ଖୁବ ସୁନ୍ଦର ଭାବେ ଖଞ୍ଜି ହୋଇ ରହିଥାଆନ୍ତି । ତେବେ ଏହି ଦାନ୍ତ ଗୁଡିକ ଅତି ସାନ ହୋଇଥିବା ବେଳେ ଖୁବ ବିରଳ ଓ ସ୍ୱତନ୍ତ୍ର ଭାବେ ତାର ପାଟି ଭିତରେ ଖଞ୍ଜି ହୋଇ ରହିଥାଆନ୍ତି । ଏହି ଦାନ୍ତକୁ ବ୍ୟବହାର କରି ଗେଣ୍ଡା ନିଜ ଖାଦ୍ୟ ଗିଳିବା ଆଗରୁ ସେମାନଙ୍କୁ ଚୋବାଇଥାଏ । ତେବେ ଗେଣ୍ଡାର ସବୁ ଦାନ୍ତ ନରମ ନଥାଏ ଏଥିରେ ମଧ୍ୟ ଏଭଳି ଶକ୍ତିଶାଳୀ ଦାନ୍ତ ରହିଛନ୍ତି ଯାହା ପଥରକୁ ଚୋବାଇବାରେ ସକ୍ଷମ ।

Govt

Comments are closed.