Browsing Tag

offbeat news

କରୋନା ଟିକା ନେଇ ଗିରଫ

ପଶ୍ଚିମ ୟୁରୋପୀୟ: ପଶ୍ଚିମ ୟୁରୋପୀୟ ଦେଶ ବେଲଜିୟମରେ ଟିକାକରଣ ହେରଫେର୍‌ର ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଏହି ଦେଶର ଜଣେ ଯୁବକ ୮ ଥର କରୋନା ଟିକା ନେଇଥିବା ଅପରାଧରେ ଗିରଫ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଯେ…

୭୧ ବର୍ଷ ବୟସରେ ବି ବଢ଼ୁଛି ନାକ

ତୁର୍କୀ: ତୁର୍କୀରେ ରହୁଥିବା ଜଣେ ବ୍ୟକ୍ତି ନିଜ ନାକ ପାଇଁ ବିଶ୍ୱ ରେକର୍ଡ କରିବାରେ ସଫଳ ହୋଇଛନ୍ତି । ଦୁନିଆର ସବୁଠୁ ବଡ଼ ନାକ ଥିବା ବ୍ୟକ୍ତି ଭାବେ ସେ ବିଶ୍ୱ ରେକର୍ଡ କରିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ୭୧…

ଦୁଇ ଚକରେ ଅଟୋ ଚାଳନା

ଭାରତରେ ସିନେମା ଷ୍ଟାରଙ୍କର ବହୁତ ଫ୍ୟାନ ଆପଣ ପାଇବେ । ସେଥିରୁ ଏଭଳି କେତେକ ଫ୍ୟାନ୍‌ ଥାଆନ୍ତି ଯେଉଁମାନେ ଏହି ଷ୍ଟାରଙ୍କୁ ନିଜ ଜୀବନରେ ସବୁ କାର୍ଯ୍ୟପାଇଁ ପ୍ରେରଣା ବୋଲି ଧରିଥାଆନ୍ତି । ଷ୍ଟାରଙ୍କର କାର୍ଯ୍ୟକଳାପ ଏହି…

୫ କିଲୋର ଦୁଇ ହାତ

ଝାଡ଼ଖଣ୍ଡ: ୧୨ ବର୍ଷର କଲିମଙ୍କ ଗୋଟିଏ ହାତର ଓଜନ ପ୍ରାୟ ଅଢେଇ କିଲୋଗ୍ରାମ ଏବଂ ଦୁଇ ହାତର ଓଜନ ମିଶି ୫ କିଲୋଗ୍ରାମ । ଜନ୍ମରୁ ହିଁ ଏହି ବିଚିତ୍ର ହାତକୁ ନେଇ ଜନ୍ମ ହୋଇଛନ୍ତି ମହମ୍ମଦ କଲିମ । ତାଙ୍କର ଏହି ହାତ ପାଇଁ ସେ…

୫୦୦ ବର୍ଷ ପୁରୁଣା ଅଙ୍ଗୁର ଗଛ

ଅଙ୍ଗୁର ଦୁନିଆରେ ବହୁଳ ମାତ୍ରାରେ ଖିଆଯାଉଥିବା ଫଳ । ଏଥିରୁ ଅନେକ ପ୍ରକାର ଖାଦ୍ୟ ପଦାର୍ଥ ଓ ପାନୀୟ ତିଆରି ହୋଇଥାଏ । ହେଲେ ଆପଣ ଜାଣନ୍ତି କି ଦୁନିଆର ସବୁଠୁ ପୁରୁଣା ଅଙ୍ଗୁରୁ ଗଛ କେଉଁଠି ଅଛି ଏବଂ ତାହା କେତେ ପୁରୁଣା ।…

ବନ୍ଧା କୋବି ତୋଳିବା ପାଇଁ ୬୩ ଲକ୍ଷ

ୟୁକେ: ଯଦି ଲକ୍ଷ ଲକ୍ଷ ଟଙ୍କା ପ୍ୟାକେଜ୍‌ ଅଫର୍‌ ମିଳେ, ତେବେ ଜଣେ ବ୍ୟକ୍ତି ୱାର୍କ ପ୍ରୋଫାଇଲ ସଠିକ୍‌ ଭାବରେ ଦେଖିବାକୁ ଚାହିଁବ ନାହିଁ । କଳ୍ପନା କରନ୍ତୁ ଯଦି ପନିପରିବା ତୋଳିବା ପାଇଁ ବର୍ଷକୁ ୬୩ ଲକ୍ଷ ଟଙ୍କା ଦିଆଯାଏ,…

ବେନାମୀ ଷ୍ଟେସନ

ଭାରତରେ ଟ୍ରେନ୍‌ ସେବା ଏକ ବୃହତ୍ତର ସେବା, ଯେଉଁଥିରେ ସବୁଠାରୁ ଅଧିକ ଲୋକ ଯାତାୟାତ କରନ୍ତି । ଟ୍ରେନ୍‌ରେ ଯିବା ପୂର୍ବରୁ ସର୍ବଦା ସମସ୍ତଙ୍କୁ ଟିକେଟ୍‌ କାଟିବାକୁ ହୋଇଥାଏ । ଯେଉଁଥି ପାଇଁ ଦରକାର ହୋଇଥାଏ ଷ୍ଟେସନ୍‌ର ନାଁ…

ଗୋଟିଏ କିଡନୀର ଗାଁ !

ନେପାଳ: ଦୁନିଆରେ ଏଭଳି ଅନେକ ସ୍ଥାନ ରହିଛି ଯାହା କିଛି ନିଆରା କାରଣରୁ ପରିଚିତ । ସେହିଭଳି ଏକ ଗାଁ ହେଲା ନେପାଳରେ ଥିବା ହୋକସେ ବଜାର ଗ୍ରାମ । କିନ୍ତୁ ଏହି ଗ୍ରାମର ଆଉ ଏକ ନାଁ ହେଲା ‘ଗୋଟିଏ କିଡନୀର ଗାଁ’ । ଏଠିକାର…

ନଡିଆ ଖୋଳରୁ ମାସ୍କ

ଇଣ୍ଡୋନେସିଆ, ପେ୍‌ଟେମ୍ବର ୧୧: କରୋନା ସମୟରେ ମାସ୍କ ଓ ସାନିଟାଇଜରକୁ ନେଇ ଅନେକ ଘଟଣା ଭାଇରାଲ ହୋଇଛି । ସେଥିରେ କେତେକ ଖବର ହୃଦୟସ୍ପର୍ଶୀ ଥିବା ବେଳେ କେତେକ ଲୋକଙ୍କୁ ହସର ଖୋରାକ ଯୋଗାଇଛି । ସେହିଭଳି ଏକ ଘଟଣା…

ପବନରୁ ଚାର୍ଜ

ଜାପାନ: ସେପ୍‌ଟେମ୍ବର ୮: ମୋବାଇଲ୍‌, ଲାପଟପ୍‌, ବ୍ଲìଟୁଥ୍‌, ସ୍ପିକର ଭଳି ଅନ୍ୟ ଗ୍ୟାଜେଟ୍‌ ଚାର୍ଜ କରିବା ପାଇଁ ସାଧାରଣତଃ ବିଜୁଳିର ଆବଶ୍ୟକ ପଡିଥାଏ । ହେଲେ ପବନରୁ ମଧ୍ୟ ଏ ସମସ୍ତ ଗ୍ୟାଜେଟ୍‌ସକୁ ମଧ୍ୟ ଚାର୍ଜ କରିହେବ,…