ଦେଶ- ବିଦେଶ ସନ୍ନ୍ୟାସିନୀ ହେବେ ୧୩ ବର୍ଷୀୟ ବାଳିକା Feb 12, 2022 ରାଜସମନ୍ଦ: ସନ୍ନ୍ୟାସ ହେବା ପାଇଁ ପରିପକ୍ୱ ବୟସ ଓ ଚିନ୍ତାଧାରା ସହିତ ସଂସାରିକ ମୋହମାୟାରୁ ବିରତ ନେଇ ଇଶ୍ୱରଙ୍କ ପାଖରେ ନିଜକୁ ସମର୍ପଣ କରାଯାଏ । ସେଥିପାଇଁ କଠିନ ଅଧ୍ୟାବସାୟ ଦରକାର । ହେଲେ ରାଜସ୍ଥାନର ରାଜସମନ୍ଦ…
ରାଶିଫଳ ଅଶୁଭ ହୋଇଥାଏ ଘର ପାଖରେ ଦେବାଳୟ Feb 4, 2022 ଭଗବାନ ବିଶ୍ୱାସୀ ବା ଧାର୍ମିକ ଲୋକମାନେ ନିଜ ଘର ସବୁବେଳେ ଦେବାଳୟ ପାଖରେ କରିବାକୁ ଚାହିଁଥାନ୍ତି । ନହେଲେ ଘର ନିକଟରେ ଦେବାଳୟ ସ୍ଥାପନ କରିଥାନ୍ତି । କିନ୍ତୁ ବାସ୍ତୁ ଅନୁସାରେ, ଘର ପାଖରେ ଦେବାଳୟ ରହିଲେ, ଘରେ ବିପତ୍ତି…
ରାଶିଫଳ ଘର ଆଗରେ ରଖ;ୁ ଗଣେଶଙ୍କୁ Jan 1, 2022 ବାସ୍ତୁ ଶାସ୍ତ୍ର ଆମ ଜୀବନରେ ପ୍ରଭାବ ପକାଇଥାଏ ବୋଲି ଅନେକ ବିଶ୍ୱାସ କରନ୍ତି । ତେଣୁ ପ୍ରାୟ ସମସ୍ତେ ଘର ନିର୍ମାଣ କରିବା ପୂର୍ବରୁ ବାସ୍ତୁ ବିଶେଷଜ୍ଞ ଠାରୁ ଅନେକ ପରାମର୍ଶ ନେଇଥାଆନ୍ତି । ସେମାନେ ବାସ୍ତୁ ଅନୁସାରେ ଘରର…
Feature ସଧାବଙ୍କ ବିଧବା ବେଶ Nov 20, 2021 ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ମହିଳାମାନେ ସର୍ବଦା ମଥାରେ ଲମ୍ବା ସିନ୍ଦୁର, ହାତରେ ଶଙ୍ଖା ଓ ଚୁଡ଼ି ପିନ୍ଧି ଶୃଙ୍ଗାର କରି ନିଜକୁ ସଜେଇଥାନ୍ତି । ହେଲେ ଆମ ଦେଶରେ ଏପରି ଏକ ସମୁଦାୟ ତଥା ସମ୍ପ୍ରଦାୟ ରହିଛନ୍ତି, ଯେଉଁଠାରେ…
ଜୀବନଚର୍ଯ୍ୟା ହାତରୁ ପଡିବା ଅଶୁଭ Nov 19, 2021 ଭାରତୀୟ ଶାସ୍ତ୍ରୀ ଅନୁସାରେ, ଏଭଳି କିଛି ଜିନିଷ ଅଛି ଯାହା ପଡିଲେ ଅଶୁଭ । ଏହା ହାତରୁ ପଡିବା ଦ୍ୱାରା ଅଶୁଭ ଫଳ ମିଳିଥାଏ । ଆସ;ୁ ଜାଣିବା ସେହିଭଳି କିଛି ସାମଗ୍ରୀ ବିଷୟରେ ଯାହା ହାତରୁ ପଡିଲେ ଅଶୁଭ । ଲୁଣ ଲୁଣ ଏପରି…
Feature ଧର୍ମର ସହର ଅଯୋଧ୍ୟା Oct 27, 2021 ଅଯୋଧ୍ୟା ନା ଶୁଣିଲେ ସମସ୍ତଙ୍କ ମନରେ ଜାଗିଉଠେ ଧର୍ମୀୟ ଭାବନା । ଦୁନିଆର ତୃତୀୟ ବୃହତ୍ତର ଓ ଭାରତର ବୃହତ୍ତର ଅଂଶ ହିନ୍ଦୁ ରୁହନ୍ତି ଏଠାରେ । ହିନ୍ଦୁ ଧର୍ମର ଏକ ପ୍ରମୁଖ ପବିତ୍ର ସହର କହିଲେ ଅଯୋଧ୍ୟାକୁ ବୁଝାଇଥାଏ । ଏଠାରେ…
Feature କୋଲକାତାରେ କେମିତି କରନ୍ତି ଦୁର୍ଗାପୂଜା Oct 13, 2021 ନବରାତ୍ରି ବା ଦୁର୍ଗାପୂଜା ସମୟ ଆସିଲେ ଦେଶର ବିଭିନ୍ନ ପ୍ରାନ୍ତରେ ଗହଳ ଚହଳ ଆରମ୍ଭ ହୋଇଯାଏ । ଦେଶର ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଦୁର୍ଗା ପୂଜା ପାଳନ କରାଯାଇଥାଏ । ହେଲେ କୋଲକାତାରେ କିଛି ଭିନ୍ନ ଢଙ୍ଗରେ…
ଦେଶ- ବିଦେଶ ଦେଢ଼ ବର୍ଷ ପରେ ମହାକାଳଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ Sep 11, 2021 ଉଜ୍ଜୟନୀ: ସେପ୍ଟେମ୍ବର ୧୧: ଭାରତ ପ୍ରସିଦ୍ଧ ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜୟନୀର ମହାକାଳଙ୍କ ମନ୍ଦିର ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ପ୍ରାୟ ଦେଢ଼ ବର୍ଷ ପରେ ଶ୍ରଦ୍ଧାଳୁ ଆଜି ମହାକାଳଙ୍କ ଭସ୍ମାରତୀ ନୀତିକାନ୍ତି ଦେଖିବାକୁ…