ଓଡ଼ିଶା ଲଗାଣ ବର୍ଷା ସକାଶେ ୨ ଦିନ ସ୍କୁଲ ଛୁଟି Sep 13, 2021 ଭୁବନେଶ୍ୱର: ସେପ୍ଟେମ୍ବର ୧୩: ତିନି ଦିନ ହେବ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି । ରାସ୍ତାଘାଟ ଓ ଘରମାନଙ୍କରେ ପାଣି ପଶି ଆଣ୍ଠୁଏ ହେଲାଣି । ଏହି ପରିସ୍ଥିତିକୁ ଦେଖି ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୧୨…
ଦେଶ- ବିଦେଶ ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ Sep 11, 2021 ଗୁଜରାଟ: ସେପ୍ଟେମ୍ବର ୧୧: ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ସେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବା ପରେ…
ଦେଶ- ବିଦେଶ ଦିଲ୍ଲୀରେ ପ୍ରବଳ ବର୍ଷା: ବୁଡ଼ିଲା ଆଇଜିଆଇ ଏୟାର୍ପୋର୍ଟ Sep 11, 2021 ଦିଲ୍ଲୀ: ସେପ୍ଟେମ୍ବର ୧୧: ଗତକାଲି ରାତିଠାରୁ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗିରହିଛି । ଲଗାତାର ବର୍ଷା ଯୋଗୁଁ ଦିଲ୍ଲୀର କିଛି ସଡ଼କ ପାଣିରେ ବୁଡ଼ି ଯାଇଛି । ଫଳରେ ରାଜଧାନୀରେ ଯାତାୟାତ ଠପ୍ ହୋଇଯାଇଛି । ଇନ୍ଦିରା…
ଦେଶ- ବିଦେଶ ଦେଢ଼ ବର୍ଷ ପରେ ମହାକାଳଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ Sep 11, 2021 ଉଜ୍ଜୟନୀ: ସେପ୍ଟେମ୍ବର ୧୧: ଭାରତ ପ୍ରସିଦ୍ଧ ମଧ୍ୟପ୍ରଦେଶ ସ୍ଥିତ ଉଜ୍ଜୟନୀର ମହାକାଳଙ୍କ ମନ୍ଦିର ଆଜି ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି । ପ୍ରାୟ ଦେଢ଼ ବର୍ଷ ପରେ ଶ୍ରଦ୍ଧାଳୁ ଆଜି ମହାକାଳଙ୍କ ଭସ୍ମାରତୀ ନୀତିକାନ୍ତି ଦେଖିବାକୁ…
ଦେଶ- ବିଦେଶ ଦକ୍ଷିଣ ଭାରତରେ ବନ୍ୟା ପରିସ୍ଥିିତି Sep 10, 2021 ଦିଲ୍ଲୀ: ସେପ୍ଟେମ୍ବର ୧୦: ଲଗାତାର ମୌସୁମୀ ବର୍ଷା କାରଣରୁ କେତେକ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାରେ ଲାଗିଛି । ସେହିପରି ସମୁଦ୍ର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି । ଉତ୍ତରପ୍ରଦେଶ, ବିହାର, ତେଲେଙ୍ଗାନା ସମେତ…
ଓଡ଼ିଶା ଆଜିଠାରୁ ତିନି ଦିନ ଧରି ବନ୍ଦ ରହିବ ଶ୍ରୀମନ୍ଦିର Sep 10, 2021 ଭୁବନେଶ୍ୱର: ସେପ୍ଟେମ୍ବର ୧୦: ଆଜି ଶ୍ରୀଗଣେଶ ଚତୁର୍ଥ ଲାଗି ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି । ଆସନ୍ତା ଶନିବାର ଓ ରବିବାର ମଧ୍ୟ ଭକ୍ତ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିପାରିବେ ନାହିଁ । ପୂର୍ବ ଏସ୍ଓପି ନିୟମ…
ଜିଲ୍ଲା କୂଳ ଖାଉଛି କମଳ ନଦୀ, ସନ୍ଧିହାନରେ ରସଡୁମେର ଗ୍ରାମବାସୀ Sep 9, 2021 ଜୟପାଟଣା,ସେପ୍ଟେମ୍ବର ୯ : କଳାହାଣ୍ଡି ଜିଲ୍ଳା ଜୟପାଟଣା ବ୍ଳକ୍ ବାଣ୍ଡିଗାଁ ଗ୍ରାମ ପଞ୍ଚାୟତ ରସଡୁମେର ଏକ ପୁରାତନ ଗ୍ରାମ । ପ୍ରାୟ ୧୫୦ ବର୍ଷ ତଳେ ସ୍ଥାପିତ ଏହି ଗ୍ରାମରେ ପ୍ରାୟ ୨୦୦ ପରିବାରର ଲୋକେ ନିଜ ନିଜର ଜୀବନ…
ଜିଲ୍ଲା ବୌଦ୍ଧ ଜିଲ୍ଲାକୁ ରାଜ୍ୟ ସରକାର ଭୂଲି ଯାଉଛନ୍ତି- ଡା. ଲେଖାଶ୍ରୀ Sep 9, 2021 ବୌଦ୍ଧ,ସେପ୍ଟେମ୍ବର ୯ : ରାଜ୍ୟ ସରକାର ବୌଦ୍ଧଜିଲ୍ଲାକୁ ଭୂଲିଗଲାଭଳି ମନେ ହେଉଛି । ଜିଲ୍ଲା ସ୍ୱାସ୍ଥ୍ୟ, ଶିକ୍ଷା, ଗମନା ଗମନ, ପାନୀୟ ଜଳ ଆଦି ପ୍ରତିଟି କ୍ଷେତ୍ରରେ ପଛୁଆ ହୋଇରହିଯାଇଛି ବୋଲି ବିଜେପି ରାଜ୍ୟ ସାଧାରଣ…
ଦେଶ- ବିଦେଶ ମହିଳାଙ୍କୁ ‘ପର୍ମାନେଣ୍ଟ୍ କମିସନ୍ଦ ଦେବାକୁ ତିନି ସେନା ମୁଖ୍ୟ ରାଜି: ସୁପ୍ରିମ୍ କୋର୍ଟଙ୍କୁ ଜଣାଇଲେ କେନ୍ଦ୍ର… Sep 8, 2021 ନୂଆଦିଲ୍ଲୀ: ମହିଳାମାନଙ୍କୁ ‘ପର୍ମାନେଣ୍ଟ୍ କମିସନ୍ଦ ଦେବା ସହ ସେମାନଙ୍କୁ ‘ଏନଡ଼ିଏଦ ଓ ନେଭାଲ୍ଏକାଡେମିଦକୁ ପ୍ରବେଶ କରିବା ନିମନ୍ତେ ଅନୁମତି ଦେବା ଲାଗି ତିନି ସେନା ମୁଖ୍ୟ ଏବଂ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ନେଇ…
ଦେଶ- ବିଦେଶ ରବି ଫସଲର ଏମଏସପି ବୃଦ୍ଧି Sep 8, 2021 ନୂଆଦିଲ୍ଲୀ : କେନ୍ଦ୍ର ସରକାର ୨୦୨୨-୨୩ ମାର୍କେଟିଂ ଋତୁ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ବଢାଇଛନ୍ତି । ଫସଲ ବିବିଧକରଣକୁ ପ୍ରୋତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବା ସରକାରଙ୍କ ପକ୍ଷରୁ…