Browsing Tag

breaking news

କର୍କଟ ଚିକିତ୍ସାକୁ ନେଇ ନୂଆ ଖବର, ଏଲିଅନ୍‌ଙ୍କ ପାଖରେ ରହିଛି ଫର୍ମୁଲା !

ଦିଲ୍ଲୀ: ୨୯/୩: ଏଲିଅନ୍‌ ବାସ୍ତବରେ ଅଛନ୍ତି କି, ନାହିଁ ତାହାର କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ । କି;ୁ ସମସ୍ତେ ନିଶ୍ଚିତ ଯେ ଦିନେ ଏହା ସ୍ପଷ୍ଟ ହୋଇଯିବ । ଯେଉଁ ଦିନ ଏଲିଅନ୍‌ର ବାସ୍ତବତା ଉପରେ ଜଣା ପଡିବ, ଅନେକ…

ବିମାନବନ୍ଦର ଚଟାଣରେ ବସିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଲକ୍ଷ୍ମୌ: ଅକ୍‌ଟୋବର ୦୫: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକୁ ନେଇ ରାଜନୀତିରେ ଝଡ଼ ଦେଖାଯାଇଛି । ଆଜି ଏହି ଘଟଣାକୁ କେନ୍ଦ୍ର କରି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଲକ୍ଷ୍ମୌର ବିମାନବନ୍ଦର ଚଟାଣରେ ବସିଛନ୍ତି ।…

ପ୍ରିୟଙ୍କା ଗାନ୍ଧୀ ଗିରଫ

ଉତ୍ତରପ୍ରଦେଶ: କଂଗ୍ରେରର ସାଧାରଣ ସମ୍ବାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ସୀତାପୁର ପିଏସି ଗେଷ୍ଟ ହାଉସ୍‌ରେ ରଖିଛି । ଭୋର୍‌ ପ୍ରାୟ ସାଢ଼େ ୪ଟାରୁ…

ମହିଳାଙ୍କ ମନ୍ତ୍ରଣାଳୟରେ ମହିଳାଙ୍କୁ ବ୍ୟାନ କଲା ତାଲିବାନ

କାବୁଲ: ସେପ୍‌ଟେମ୍ବର ୧୭: ଆଫଗାନିସ୍ଥାନରେ ସରକାର କରିବା ପରେ ତାଲିବାନ ନିଜ ମନମୁଖୀ ଶାସନ ଚଳାଇଛି । ମହିଳାଙ୍କ ମାମଲା ସକାଶେ ଗଠନ ହୋଇଥିବା ମନ୍ତ୍ରଳଣାୟରେ ମହିଳାମାନଙ୍କୁ ବ୍ୟାନ କରିଛି ତାଲିବାନ । ଏହାସହିତ ମହିଳାଙ୍କ…

ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାରେ ୬ଟି ଏନଡ଼ିଆରଏଫ ଟିମ ମୁତୟନ

ଭୁବନେଶ୍ୱର,ସେପ୍‌ଟେମ୍ବର ୧୬ : ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳର୍ବତ୍ତୀ ଜିଲ୍ଲା ଗୁଡିକୁ ଏନଡ଼ିଆରଏଫ ଟିମର ମୁତୟନ କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ ୬ ଟିମ ମଧ୍ୟରେ କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ…

ଦିଲ୍ଲୀରେ ବାଣ ବିକ୍ରୟ ଉପରେ ନିଷେଧ

ଦିଲ୍ଲୀ: ସେପ୍‌ଟେମ୍ବର ୧୫: ଆଗକୁ ଆସୁଥିବା ଦୀପାବଳି ସକାଶେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ବାଣ ସଂରକ୍ଷଣ ତଥା ବିକ୍ରୟ ଉପରେ…

ମୁମ୍ବାଇରେ ଗଠନ ହେବ ର୍ନିଭୟା ସ୍କ୍ୱାଡ୍‌

ମୁମ୍ବାଇ: ସେପ୍‌ଟେମ୍ବର ୧୫: ମୁମ୍ବାଇର ସାକିନାକା ଦୁଷ୍କର୍ମ ଓ ନୃଶସ ହତ୍ୟା ଘଟଣା ପରେ ମୁମ୍ବାଇ ପୋଲିସ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ର୍ନିଭୟା ସ୍କ୍ୱାଡ୍‌ ଗଠନ କରିବେ । ଏହି ସ୍କ୍ୱାଡ୍‌ ମହିଳାମାନଙ୍କୁ ସୁରକ୍ଷା…

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍‌ଙ୍କ ପରଲୋକ

ଦିଲ୍ଲୀ: ସେପ୍‌ଟେମ୍ବର ୧୩: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଆଜି କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓସ୍କାର ଫର୍ଣ୍ଣାଡିସ୍‌ଙ୍କର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ବହୁ…

ଶପଥ ପାଠ ଗ୍ରହଣ କଲେ ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ

ଗୁଜରାଟ: ସେପ୍‌ଟେମ୍ବର ୧୩: ଆଜି ଦ୍ୱିପ୍ରହର ସମୟରେ ରାଜ୍ୟଭବନଠାରେ ଭୂପେନ୍ଦ୍ର ପଟଲ ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ପାଠ ଗ୍ରହଣ କରିଛନ୍ତି । ଏହି ଅବସରରେ ତାଙ୍କ ସହିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏବଂ…

ଦିଲ୍ଲୀରେ ଭୁଶୁଡ଼ିଲା ୫ ମହଲା କୋଠା: ବହୁ ଲୋକ ତଳେ ବଦିଯାଇଥିବା ଆଶଙ୍କା

ଦିଲ୍ଲୀ: ସେପ୍‌ଟେମ୍ବର ୧୩: ଉତ୍ତର ଦିଲ୍ଲୀରେ ଥିବା ସବଜୀ ମଣ୍ଡି(ପରିବା ବଜାର) ନିକଟସ୍ଥ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହାର ଖବର ମିଳିବା ପରେ ତୁରନ୍ତ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା…