ଫେବ୍ରୁଆରୀ ୧୩ରୁ ରନଜୀ ଟ୍ରଫି

ନୂଆଦିଲ୍ଲୀ: ନୂଆଦିଲ୍ଲୀ୨୯: ରଣଜୀ ଟ୍ରଫି ହେବା ନେଇ ଘୋଷଣା କରିଛି ବିସିସିଆଇ । ଗତବର୍ଷ କରୋନ। ମହ।ମ।ରୀ କ।ରଣରୁ ଟୁର୍ଣ୍ଣ।ମେଣ୍ଟର ଆୟୋଜନ ହୋଇପ।ରି ନଥିଲ। । ତୃତୀୟ ଲହର ପାଇଁ ଏହା ଜାନୁଆରୀ ୧୩ ପରିବର୍ତ୍ତେ ଫେବ୍ରୁଆରୀ ୧୩ରେ ହେବା ନେଇ ବିଚାର କରାଯାଉଥିବା କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି।

ଏହ।ସହ ଫର୍ମ।ଟରେ କୌଣସି ପରିବର୍ତ୍ତନ ହେବ ନ।ହିଁ । ଏବେ ସମସ୍ତ ଟିମ୍କୁ ୫ଟି ଗ୍ରୁପରେ ଭ।ଗ କର।ଯିବ । ସମସ୍ତ ଗ୍ରୁପରେ ୬ଟି ଟିମ୍ ରହିବେ । ଶେଷରେ ୮ଟି ଗ୍ରୁପ୍ ମଧ୍ୟରେ ମୁକ।ବିଲ। ହେବ । ଟୁର୍ଣ୍ଣ।ମେଣ୍ଟ ଦୁଇଟି ପର୍ଯ୍ୟ।ୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟ।ୟ ଆଇପିଏଲ ୨୦୨୨ ପୂର୍ବରୁ ଖେଳ।ଯିବ ବୋଲି ସେ କହିଛନ୍ତି ।

Govt

Comments are closed.