ଅଷ୍ଟ୍ରେଲିଆ: ଜାନୁଆରୀ ୧୪: କୋଭିଡ -୧୯ ଟିକ। ବିନ। ଦେଶରେ ପହଞ୍ଚିବ। ପରେ ଟେନିସ ସୁପରଷ୍ଟ।ରଙ୍କୁ ଦେଶରୁ ବିତ।ଡିତ କରିବା ସହ ଅଷ୍ଟ୍ରେଲିଆ ସରକ।ର ଶୁକ୍ରବ।ର ଦ୍ୱିତୀୟ ଥର ପ।ଇଁ ନୋଭ।କ ଜୋକୋଭିକଙ୍କ ଭିସ। ବ।ତିଲ କରିଛନ୍ତି। ଇମିଗ୍ରେସନ ମନ୍ତ୍ରୀ ଆଲେକ୍ସ ହକେ କହିଛନ୍ତି ଯେ ଏହ। କରିବ। ଜନସ।ଧ।ରଣଙ୍କ ହିତରେ । ହକେ ଏକ ବିବୃତ୍ତିରେ କହିଛନ୍ତି ଯେ ପ୍ରଧ।ନମନ୍ତ୍ରୀ ସ୍କଟ ମୋରିସନ ସରକ।ର ଅଷ୍ଟ୍ରେଲିଆର ସୀମ। ରକ୍ଷ। କରିବ।କୁ ଦୃଢ ଭ।ବରେ ପ୍ରତିଶ୍ରୁତିବଦ୍ଧ, ବିଶେଷ କରି ଈକ୍ସVଔଉ-୧୯ ମହ।ମ।ରୀ ସମ୍ବନ୍ଧରେ। ଜୋକୋଭିଙ୍କୁ କିଛି ବର୍ଷ
ପ।ଇଁ ଏକ ନୂତନ ଅଷ୍ଟ୍ରେଲିୟ। ଭିସ। ଉପରେ ବ।ରଣ କର।ଯିବ ।
ଖାଲି ଦେଶରେ ନୁହେଁ ବରଂ ସମ୍ପୂର୍ଣ ବିଶ୍ୱରେ କରୋନାର ଭୟାବହ ରୂପ ସାମ୍ନାକୁ ଆସିଛି। ଆଉ ଏପରି ସ୍ଥିତିରେ ଖେଳାଳୀଙ୍କ ଏପରି କାର୍ଯକୁ ନିନ୍ଦା କରାଯାଉଛି। ତେବେ ଖାଲି ଏତିକି ନୁହେଁ ବରଂ ଖେଳାଳୀଙ୍କର ରାଜନୈତିକ ପ୍ରବେଶକୁ ନେଇ ମଧ୍ୟ ଆଲୋଚନା ହେଉଥିବାରୁ ତାଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଆଲୋଚନା ହେଉଛି।

Comments are closed.