ରାଜ୍ୟବାସୀଙ୍କୁ ଚେତାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଡିସେମ୍ବର ୨୨: ର।ଜ୍ୟରେ ଓମିକ୍ରନ୍ ଆକ୍ର।ନ୍ତ ଚିହ୍ନଟ ହେବ। ପରେ ସଜ।ଗ ହୋଇଛନ୍ତି ର।ଜ୍ୟ ସରକ।ର । ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସତର୍କ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ଓମିକ୍ରନକୁ ନେଇ ଚିନ୍ତ। ପ୍ରକଟ କରିବ। ସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓମିକ୍ରନ୍ ବହୁତ ଜୋରରେ ବଢୁଛି, ଆମକୁ ସତର୍କ ରହିବ।କୁ ପଡିବ । ପ୍ରତିଟି ଜୀବନ ମୋ ପ।ଇଁ ମୂଲ୍ୟବ।ନ । ତେଣୁ ମ।ସ୍କ ପିନ୍ଧିବ। ସହ ପରସ୍ପର ମଧ୍ୟରେ ସ।ମ।ଜିକ ଦୂରତ। ବଜ।ଇ ରଖିବ।କୁ ଲୋକଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ । ଦରକ।ର ନଥିଲେ ଘରୁ ନବାହାରିବା ପ।ଇଁ ପର।ମର୍ଶ ଦେଇଛନ୍ତି । ସମସ୍ତେ ସହଯୋଗ କଲେ ଏହି ଓମିକ୍ରନ୍ ଲହରକୁ ମୁକ।ବିଲ। କରିହେବ ବୋଲି ସେ କହିଛନ୍ତି ।

ଅନ୍ୟ ଦେଶମ।ନଙ୍କରେ କରୋନ।ର ନୂଆ ଭ୍ୟ।ରିଆଣ୍ଟ ଓମିକ୍ରନ୍ ଭୟଙ୍କର ମ।ତ୍ର।ରେ ବ୍ୟ।ପିବ।ରେ ଲ।ଗିଛି । ଏହ। ଡେଲଟ। ଭ୍ୟ।ରିଆଣ୍ଟ ଠ।ରୁ ଅଧିକ ସଂକ୍ର।ମକ ହୋଇଥିବ।ରୁ ଚିନ୍ତ।ରେ ପଡିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ତେଣୁ ଏହ।କୁ ଦୃଷ୍ଟିରେ ରଖି ଏବେଠୁ ସତର୍କ ହେବ।କୁ ପଡିବ । ସମସ୍ତେ ସଚେତନ ରହିଲେ ଓମିକ୍ରନ ଭୟକୁ ଏଡ।ଇ ଦେଇପ।ରିବ। ଏଥିରେ କୌଣସି ସନ୍ଦେହ ନ।ହିଁ ।

Govt

Comments are closed.